ବାବା ରାମଦେବ କଣ ପାଇଁ ମାଗିଲେ ଭୁଲ

ବାବା ରାମଦେବ କଣ ପାଇଁ ମାଗିଲେ ଭୁଲ ? ଜଣାନ୍ତୁ କଣ କହିଲେ ବାବା ରାମଦେବ ?

ବାବା ରାମଦେବ କିଛି ଦିନ ପୂର୍ବରୁ କହିଥିଲେ ଶହେ ପ୍ରତିଶତ ଠିକ ହବା ଆଉ ସୁନ ପ୍ରତିଶତ ମୃତ୍ୟୁ ହାର ସହିତ କରାନା ସଂକ୍ରମଣ ରୁ ରକ୍ଷା ପାଇବା ଦାବି କରି ପତାଞ୍ଜଳି ଏବେ ଗୋଟିଏ ଔଷଦ ବାହାର କରିଛନ୍ତି। ଯାହାର ନାମ ହେଲା କରୋଲୀନ।


ବାବା ରାମଦେବ ମାଗିଲେ ଭୁଲ: ବାବା ରାମଦେବ କିଛି ଦିନ ପୂର୍ବରୁ କହିଥିଲେ ଶହେ ପ୍ରତିଶତ ଠିକ ହବା ଆଉ ସୁନ ପ୍ରତିଶତ ମୃତ୍ୟୁ ହାର ସହିତ କରାନା ସଂକ୍ରମଣ ରୁ ରକ୍ଷା ପାଇବା ଦାବି କରି ପତାଞ୍ଜଳି ଏବେ ଗୋଟିଏ ଔଷଦ ବାହାର କରିଛନ୍ତି। ଯାହାର ନାମ ହେଲା କରୋଲୀନ। କିନ୍ତୁ ଏଇ ଦାବି ଗୁଡିକୁ ପ୍ରମାଣ ନ କରିବା ପର୍ଯ୍ୟନ୍ତ ଏଇ କରୋଲୀନ ଔଷଦ ର ପ୍ରଚାର ବନ୍ଦ କରିବା ପାଇଁ ପତାଞ୍ଜଳି କମ୍ପାନୀ କୁ କୁହା ଯାଇଥିଲା। କିନ୍ତୁ ସମସ୍ତଙ୍କର ମନରେ ପ୍ରଶ୍ନ ଉଠିଥିଲା ଯାହା ଆଜି ବାବା ରାମଦେବ ଆଜି ଏକ ପ୍ରେସ୍ର ସମିଳନୀ କହିଛନ୍ତି ତାଙ୍କ କମ୍ପାନୀ ଯଉ କରୋଲୀନ ଔଷଦ ବାହାର କରିଥିଲେ ତାହା ହେଉଛି ଆପଣ ଙ୍କର କୁନ୍ଦୁରିଣୀ ଶକ୍ତି କୁ ଢୃଡ କରିଥାଏ । ସେଥି ପାଇଁ ବାବା ରାମଦେବ ମାଗିଲେ ଭୁଲ ।

ଶହେ ପ୍ରତିଶତ ଠିକ ହବା ଆଉ ସୁନ ପ୍ରତିଶତ ମୃତ୍ୟୁ ହାର ସହିତ କରାନା ସଂକ୍ରମଣ ରୁ ରକ୍ଷା ପାଇବା ଦାବି କରି ପତାଞ୍ଜଳି ଏବେ ଗୋଟିଏ ଔଷଦ ବାହାର କରିଛନ୍ତି। ଯାହାର ନାମ ହେଲା କରୋଲୀନ।
କିନ୍ତୁ ଏଇ ଦାବି ଗୁଡିକୁ ପ୍ରମାଣ ନ କରିବା ପର୍ଯ୍ୟନ୍ତ ଏଇ କରୋଲୀନ ଔଷଦ ର ପ୍ରଚାର ବନ୍ଦ କରିବା ପାଇଁ ପତାଞ୍ଜଳି କମ୍ପାନୀ କୁ କୁହା ଯାଇଛି।

ଯୋଗ ଗୁରୁ ତଥା ପତାଞ୍ଜଳି ଆୟୁର୍ବେଦ ର ନିର୍ମାତା ବାବା ରାମଦେବ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି କରୋଲୀନ ଔଷଦ ରେ ରୋଗୀ ଠିକ ହବା ର ହାର ତିନି ଦିନ ରୁ ସାତ ଦିନ ମଧ୍ୟରେ ରହିଛି।
ଏହି ଔଷଦ ର ପ୍ରଚାର ବିଷୟରେ ଉଠୁଥିବା ସମସ୍ତ ପ୍ରଶ୍ନ ର ଉତ୍ତର ତାଙ୍କ କମ୍ପାନୀ ପାଖରେ ରହିଛି ବୋଲି ବାବା ରାମଦେବ କହିଥିଲେ ।

Baba Ramdev says sorry ICMR

ବାବା ରାମଦେବ କଣ ପାଇଁ ମାଗିଲେ ଭୁଲ
fallow-Expreass-Odia-News-1

Recent Post