ଶ୍ରୀ ନବୀନ ପଟନାଏକ

ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାଏକ ଜଣାଇଲେ ଧନ୍ୟବାଦ।

ରଥଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି, – ଶ୍ରୀ ନବୀନ ପଟନାଏକ

ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାଏକ ଓଡ଼ିଶାବାସୀଙ୍କୁ ଜଣାଇଲେ ଧନ୍ୟବାଦ। ରଥଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା। ଜୟ ଜଗନ୍ନାଥ, କହି ଶ୍ରୀ ନବୀନ ପଟନାଏକ ତାଙ୍କର ଏକ ଟ୍ୱିଟ ମାଧ୍ୟମରେ ସାରା ଦେଶବାସୀ ଏବଂ ଶ୍ରୀମନ୍ଦିର ର ଆୟୋଜନକାରୀ, ସେବାୟତ ବନ୍ଧୁ, ପ୍ରଶାସନ ର ସମସ୍ତ ଭକ୍ତ ମାନକୁ ଧନ୍ୟ ବାଦ ଜଣାଇଛନ୍ତି।

ଆପଣ ମାନେ ସମସ୍ତେ ଜାଣିଥିବେ ଏଇ କରୋନା ମହାମାରୀ ପାଇଁ ସାରା ଦେଶ ଚିନ୍ତିତ। ଏହାକୁ ନେଇ ପୁରୀ ରଥଯାତ୍ରା ଓ ବାହୁଡା଼ ଯାତ୍ରା ବହୁତ ଶୃଙ୍ଖଳିତ ଭାବରେ ସମ୍ପୁର୍ଣ୍ଣ ହେଲା। ଆମେ ଭଗବାନ ଙ୍କ ପାଖରେ ଏତିକି ପ୍ରାଥନା ଯଦି ଆପଣଙ୍କ ଶେବାରେ କିଛି ଭୁଲ ରହିଯାଇଥାଏ ତାହାଲେ ଆପଣ ଆମ୍ଭମାନଙ୍କୁ କ୍ଷମା କରିବେ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ଫେରିଛନ୍ତି। ରଥଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାଏକ ଧନ୍ୟବାଦ ଜଣାଇଛନ୍ତି। ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା। ଜୟ ଜଗନ୍ନାଥ, କହି ଶ୍ରୀ ନବୀନ ପଟନାଏକ ତାଙ୍କର ଏକ ଟ୍ୱିଟ ମାଧ୍ୟମରେ ସାରା ଦେଶବାସୀ ଏବଂ ଶ୍ରୀମନ୍ଦିର ର ଆୟୋଜନକାରୀ, ସେବାୟତ ବନ୍ଧୁ, ପ୍ରଶାସନ ର ସମସ୍ତ ଭକ୍ତ ମାନକୁ ଧନ୍ୟ ବାଦ ଜଣାଇଛନ୍ତି।

ରଥଯାତ୍ରା ଓ ବାହୁଡା ଯାତ୍ରା ପାଇଁ ପୁରୀ କୁ କିଛି ଦିନ ପାଇଁ କର୍ଫ୍ୟୁ ଘୋଷଣା କରାଯାଇଥିଲା ଯାହା ଫଳରେ ମହାପ୍ରଭୁ ଙ୍କ ରଥଯାତ୍ରା ସଫଳ ହୋଇଥିଲା ।

କରୋନା ମହାମାରୀ କୁ ଦୁଷ୍ଟିରେ ରଖି ଯେଉପରି ରଥଯାତ୍ରା ପାଇଁ ଜଗନ୍ନାଥ ଧାମ ପୁରୀ କୁ କିଛି ଦିନ ପାଇଁ ଲକଡାଉନ କରାଯାଇଥିଲା ସେପରି ବାହୁଡା ଯାତ୍ରା ପାଇଁ ମଧ୍ୟ ଏଇ ପଦକ୍ଷେପ ନିଆଯାଇଥିଲା । ସମସ୍ତ ଭକ୍ତ ଗଣ ମାନଙ୍କୁ ନିବେଦନ କରାଯାଇଥିଲା ଯେ ସେମାନେ ଘରେ ରହି ଭଗବାନ ଙ୍କୁ ଘରେ ବସି ଟେଲିଭିଜନ ମାଧ୍ୟମରେ ଦେଖିବା ପାଇଁ ନିବେଦନ କରାଯାଇଥିଲା । ଯାହାଦ୍ଵାରା ଆପଣ ମାନେ କରୋନା ମହାମାରୀ ରୁ ସୁରକ୍ଷିତ ରହିବେ, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।ସମସ୍ତଙ୍କ ସହଯୋଗ ପାଇଁ ଆଜି ଆମର ବଡ ପର୍ବ ରଥଯାତ୍ରା ସମ୍ଭବ ହେଇଛି ।

Chief Minister Shri Naveen Patnaik
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ।

ଶ୍ରୀ ନବୀନ ପଟନାଏକ
image courtesy: freepik
fallow-Expreass-Odia-News-1

Recent Post