କରୋନା ମୁକ୍ତ ହେଲେ ୨୧୭

କରୋନା ମୁକ୍ତ ହେଲେ ୨୧୭ ଜଣ ଓଡ଼ିଶାରେ ପଢନ୍ତୁ ସମ୍ପୂର୍ଣ ଖବର ।

Covid-19 Update Odisha : ଆଜି କରୋନାରୁ ମୁକ୍ତ ହେଲେ ୨୧୭ ଜଣ । ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୬୭୦୩ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି । ଏହା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ଜଣେୟୀଛନ୍ତି ।

Covid-19 Update Odisha :
ସମୁଦାୟ ୧୬ ଟି ଜିଲ୍ଲାରୁ ୨୧୭ ଜଣ, ତଳେ ସମ୍ପୂର୍ଣ ଖବର ଦିଆଯାଇଛି
୧. ଗଂଜାମ – ୯୬
୨. ଖୋର୍ଦ୍ଧା – ୧୮
୩. ବାଲେସ୍ୱର – ୧୬
୪. ମୟୁରଭଞ୍ଜ – ୧୫
୫. ବରଗଡ – ୧୩
୬. କେନ୍ଦୁଝର – ୧୨
୭. ଝାରସୁଗୁଡା – ୦୮
୮. ମାଲକାନଗିରି – ୭
୯. from ଯାଜପୁର – ୬
୧୦. ଅନଗୁଳ ଓ କଟକ – ୫
୧୧. ଢେଙ୍କାନାଳ – ୪
୧୨. ଜଗତସିଂପୁର – ୩
୧୩. କେନ୍ଦ୍ରାପଡ଼ା – ୨
୧୪. ବଲାଙ୍ଗୀର – ୧
୧୫. ପୁରୀ – ୪
୧୬. ସୋନେପୁର – ୨

ଓଡ଼ିଶାରେ ଆଜି ୨୧ ଟି ଜିଲ୍ଲାରୁ ୫୭୧ କରୋନା ପଯେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ସମସ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଓଡିଶାରେ ବଢିଚାଲିଛି କରୋନା

Covid-19 Update Odisha
fallow-Expreass-Odia-News-1

Recent Post