Covid-19 Report For 31 th July Morning 1

ଗଂଜାମ ପରେ ଏବେ ଖୋର୍ଦ୍ଧା ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୪୯୯ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ।

ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୪୯୯ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୯୧୪ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୫୮୫ ଜଣ ଅଛନ୍ତି
ଖୋର୍ଦ୍ଧା ରେ ସବୁଠୁ ଅଧିକ ୨୧୪ କରୋନା ରୋଗୀ ଗୋଟି ଦିନରେ ଚିହ୍ନଟ ।


ଗଂଜାମ ପରେ ଏବେ ଖୋର୍ଦ୍ଧା ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, ଜଣାନ୍ତୁ ସମ୍ପୂର୍ଣ ଖବର ।
କରୋନା ଭାଙ୍ଗିଲା ରେକର୍ଡ, ଗଞ୍ଜାମ ଜିଲ୍ଲାରେ ଆଜି ସବୁଠୁ ଅଧିକ ୩୬୮ଏବଂ ଖୋର୍ଧା ରୁ ୨୧୪, ସୁନ୍ଦରଗଡ ରେ ୭୫
ଓ କଟକ ରେ ଆଜି ଅଧିକ ୨୮ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।

ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା
କିନ୍ତୁ ସୂତ୍ର ରୁ ଜଣ ପଡିଛି ଯେ ୭୦ ପତିଶତ ରୋଗୀ ସୁସ୍ତ ହୋୟୀ ଘରକୁ ମଧ୍ୟ ଫେରୁଛନ୍ତି,
ଆଜି ସବୁଠୁ ଅଧିକା ୩୬୮ କରୋନା ସକରାତ୍ମକ ଗଞ୍ଜାମ ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାରେ ୨୧୪,
ଗଜପତି ରେ ୯୭,ଖୋର୍ଦ୍ଧା ୨୧୪ ଜଣ କରୋନା ସକରାତ୍ମକ ।ଗଂଜାମ ପରେ ଏବେ ଖୋର୍ଦ୍ଧା ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା

ଗୋଟିଏ ଦିନରେ ୧୪୯୯ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଈଛି,
Covid-19 ର ରିପୋର୍ଟ – ୩୦ଜୁଲାଇ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୪୯୯ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ : ୨୫ ଜଣ ଅଛନ୍ତି ସେଇଭଳି ବାଲେସୋର : ୩୭, ବରଗଡ ରେ ୧୦ ଜଣ, ଭଦ୍ରକ ରେ ୧, ବଲାଙ୍ଗୀର : ୧୯ , ବୌଧ : ୦, କଟକ : ୨୮, ଦେଓଗଡ : ୨ ,
ଢେଙ୍କାନାଳ : ୯୨, ଗଜପତି :୯୭, ସବୁ ଦିନ ପରି ଆଜି ମଧ୍ୟ ଗଞ୍ଜାମ ରେ ସବୁଠୁ ଅଧିକ ୩୬୮ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର : ୧୫, ଯାଜପୁର :୧୯, ଝାରସୁଗୁଡା : ୭, କଳାହାଣ୍ଡି : ୪୪,
କନ୍ଧମାଳ : ୫୦, କେନ୍ଦ୍ରାପଡା : ୧୪, କେନ୍ଦୁଝର : ୧୬, ଖୋର୍ଧା : ୨୧୪, କୋରାପୁଟ : ୮୧, ମାଲକାନଗିରି : ୨୬, ମୟୂରଭଞ୍ଜ : ୧୩, ମାଲକାନଗିରି ରେ ୨୬ ଜଣ,
ମୟୁରଭଞ୍ଜ ରେ ୧୩, ନବରଙ୍ଗପୁର : ୩୩, ନୟାଗଡ – ୬୭ , ନୂଆପଡା: ୯, ପୁରୀ : ୩୬, ରାୟଗଡା :୪୦, ସମ୍ବଲପୁର :୫୬, ସୋନେପୁର: ୫, ସୁନ୍ଦରଗଡ : ୭୫,
ସମୁଦାୟ ୧୪୯୯ ଜଣ କରୋନା ରୋଗୀ ଚିହ୍ନଟ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୮୦୭, ସେହିଭଳି ସଂକଳିତ ପରୀକ୍ଷଣ: ୫୧୪୫୭୩, ଏବଂ ସକରାତ୍ମକ:୩୧୮୭୭, ପୁନରୁଦ୍ଧାର: ୧୯୭୪୫ ଏବଂ ସକ୍ରିୟ ମାମଲା ରେ ୧୧୯୧୮ ବୋଲି ଜଣ ପଡିଛି ।

ଅଧିକ ପଢନ୍ତୁ :-

ଏହି ବର୍ଷ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରାଯିବ କିନ୍ତୁ କୋଭିଡ୍ କଟକଣା ଅନୁପାଳନ ସହ ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ପାଳନ କରାଯିବ ବୋଲି ଜଣ ପଡିଛି।
ଏଥିରେ ୩ଟି ପୋଲିସ୍ ବାହିନୀର ଟ୍ରୁପ୍ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇ ସ୍ଵାଧୀନତା ଦିବସ ପାଳନ କରାଯିବ । ପ୍ରସ୍ତୁତି ଓ ପାଳନ ସମୟରେ ଯଥା ସମ୍ଭବ ସାମାଜିକ ଦୂରତା ଓ ସ୍ୱଚ୍ଛତାର ନିୟମ ମଧ୍ୟ ଅନୁପାଳନ କରାଯିବ ବୋଲି କୁହାଯାଇଛି ।

Covid-19 Report For 31 th July Morning 1
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post