Covid-19-Report-For-26-th-July-Express-Odia-News-Night

ଖୁସିର ଖବର ଆଜି ୮୬୪ ଜଣ ସୁସ୍ତ ହୋଇ ଘରକୁ ଫେରିଲେ, ପଢନ୍ତୁ ସମ୍ପୂର୍ଣ ଖବର ।

ଖୁସିର ଖବର ଆଜି ୮୬୪ ଜଣ ସୁସ୍ତ ହୋଇ ଘରକୁ ଫେରିଲେ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୬୭୯୨୨ କୁ ବୃଦ୍ଧି ପାଇଲା, ପଢନ୍ତୁ ସମ୍ପୂର୍ଣ ଖବର ।

Covid-19 Update Odisha : ଖୁସିର ଖବର ୮୬୪ ଜଣ ଆଜି କରୋନାରୁ ମୁକ୍ତ ହେଲେ ।
ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୬୭୯୨ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ।
ଏହା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି ।

ଖୁସିର ଖବର ଆଜି ୮୬୪ ଜଣ ସୁସ୍ତ ହୋଇ ଘରକୁ ଫେରିଲେ,
ଆଜି କରୋନାରୁ ମୁକ୍ତ ହେଲେ ୮୬୪ ଜଣ । ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୬୭୯୨ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।
ଏହା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ଜଣେୟୀଛନ୍ତି ।
ଆଜି ଓଡ଼ିଶାରେ ୮୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ,

Covid-19 Update Odisha : ଜୁଲାଇ ୨୬, ୨୦୨୦
ସମୁଦାୟ ୨୧ ଟି ଜିଲ୍ଲାରୁ ୬୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେ, ତଳେ ସମ୍ପୂର୍ଣ ଖବର ଦିଆଯାଇଛି
୪୩୨ – ଗଂଜାମ, ୧୩୭- ରାୟଗଡା, ୩୧ – ବରଗଡ଼, ୨୮ – ଖୋର୍ଦ୍ଧା, ୨୬ – କଟକ, ୨୬ – କେନ୍ଦୁଝର, ୨୩ – ଭଦ୍ରକ,
୨୨ – ମୟୁରଭଞ୍ଜ, ୧୯ – ଯାଜପୁର, ୧୫ – କନ୍ଧମାଳ, ୧୪ – ଗଜପତି, ୧୪ – ସମ୍ବଲପୁର, ୧୨ – ଜଗତସିଂହପୁର, ୧୦ – ଢେ଼ଙ୍କାନାଳ, ୭ – ନୟାଗଡ, ୧୦ – ସୁନ୍ଦରଗଡ଼, ୫ – ଝାରସୁଗୁଡା, ୫ – କୋରାପୁଟ, ୬ ଜଣ ଲେଖାଏଁ ବାଲେଶ୍ୱର, କେନ୍ଦ୍ରାପଡା ଓ ମାଲକାନଗିରି ରୁ ସୁସ୍ତ ହୋୟୀ ଘରକୁ ଫେରିଲେ

ଆଜି ଓଡ଼ିଶାରେ ୮୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ,ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୬୭୯୨ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।

ମାସ୍କ ପିନ୍ଧିବା ବେଳେ ଟିକିଏ ଧ୍ୟାନ ଦିଅନ୍ତୁ, ପାଟି ଓ ନାକ ଯେପରି ଘୋଡେଇ ହୋଇ ରହୁଥିବ,ପାଟି, ନାକ ଓ ଗାଲରେ ହାତ ଲଗାନ୍ତୁ ନାହିଁ।
ସଚେତନତା ସହିତ ରୁହନ୍ତୁ, କରୋନା ସଂକ୍ରମଣରୁ ସୁରକ୍ଷିତ ରୁହନ୍ତୁ।

ଜଣାନ୍ତୁ ଅଧୀକ ଖବର

COVID19 ମହାମାରୀର ପ୍ରସାରକୁ ଧାରଣ କରିବା ପାଇଁ, ରାଜ୍ୟ ସରକାର ଆଜି ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ପରିଚାଳନା ପାଇଁ ମୃତ ବ୍ୟକ୍ତିଙ୍କ ପାଇଁ, ୭୫୦୦ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଜଣାପଡିଛି ।

କଟକ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୧୬୨୪ ଜଣ କରୋନା ସଂକ୍ରମଣ ହୋଇଛନ୍ତି

ଚଳିତ ଖରିଫ ଋତୁ ପାଇଁ ରାଜ୍ୟ ସରକାର ଚାଷୀ ମାନଙ୍କ ଠାରୁ ସେମାନଙ୍କର ବଂଚିଥିବା ଧାନ କିଣିବେ ବୋଲି କହିଛନ୍ତି । ଚାଷୀମାନେ ସେମାନଙ୍କ ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ଏସଏଚଜି, ପାଣି ପଞ୍ଚାୟତ ଇତ୍ୟାଦିରେ ଆଗୁଆ ପଞ୍ଜୀକରଣ କରିପାରିବେ। ଏହା ୧ ନଭେମ୍ବର ୨୦୨୦ ରୁ ୩୧ ମାର୍ଚ୍ଚ ୨୦୨୧ ମଧ୍ୟରେ ପରିଚାଳନା ହେବ ବୋଲି ଜଣ ପଡିଛି। ଫସଲ ଅମଳକୁ ଦୃଷ୍ଟିରେ ରଖି ଧାନ କ୍ରୟ କରାଯିବ।

Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା,

fallow-Expreass-Odia-News-1
Recent Post