18 Aug 2020

୨୨୩୯ ଜଣ ସକାଳେ କରୋନା ସଂକ୍ରାମକ, ସନ୍ଧ୍ୟାରେ ୧୫୩୫ ଜଣ ସୁସ୍ତ ହେଲେ ।ଜାଣନ୍ତୁ ଆଜି କେତେ ଜଣ ସୁସ୍ତ ହୋଇ ଘରକୁ ଫେରିଲେ ?

୨୨୩୯ ଜଣ ସକାଳେ କରୋନା ସଂକ୍ରାମକ, ସନ୍ଧ୍ୟାରେ ୧୫୩୫ ଜଣ ସୁସ୍ତ ହେଲେ, ଜାଣନ୍ତୁ ଆଜି କେତେ ଜଣ ସୁସ୍ତ ହୋଇ ଘରକୁ ଫେରିଲେ ?

ଦିନକୁ ଦିନ ପୁନରୁଦ୍ଧାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଖୁସିର ଖବର ଆଜି ୧୫୩୫ ଜଣ ସୁସ୍ତ ହୋଇ ଘରକୁ ଫେରିଲେ, ପଢନ୍ତୁ ସମ୍ପୂର୍ଣ ଖବର

ଆଜି ୧୫୩୫ ଜଣ ସୁସ୍ତ ହୋଇ ଘରକୁ ଫେରିଲେ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୫୩୧୪ କୁ ବୃଦ୍ଧି ପାଇଲା, ପଢନ୍ତୁ ସମ୍ପୂର୍ଣ ଖବର ।

Covid-19 Update Odisha : ଖୁସିର ଖବର ୧୫୩୫ ଜଣ ଆଜି କରୋନାରୁ ମୁକ୍ତ ହେଲେ ।
ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୪୫୩୧୪ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ।
ଏହା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି ।

ଦିନକୁ ଦିନ ପୁନରୁଦ୍ଧାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି,
Covid-19 Update Odisha : ଅଗଷ୍ଟ ୧୮ , ୨୦୨୦
ସମୁଦାୟ ୨୮ ଟି ଜିଲ୍ଲାରୁ ୧୫୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଲେ, ତଳେ ସମ୍ପୂର୍ଣ ଖବର ଜାଣନ୍ତୁ
ଗଂଜାମ ରୁ ୧୫୬, ୧୪ – ରାୟଗଡା, ୭୦– ବରଗଡ଼, ୨୮୭ – ଖୋର୍ଦ୍ଧା, ୮୪ – କଟକ, ୧୭ – କେନ୍ଦୁଝର, ୪୨ – ଭଦ୍ରକ,
୧୭ – ମୟୁରଭଞ୍ଜ, ୩୯ – ଯାଜପୁର, ୧୦୫ – କନ୍ଧମାଳ, ୨୭– ଗଜପତି, ୨୦ – ସମ୍ବଲପୁର, ୬ – ଜଗତସିଂହପୁର, ୧୫ – ଢେ଼ଙ୍କାନାଳ, ୬୩ – ନୟାଗଡ, ୧୭୮ – ସୁନ୍ଦରଗଡ଼, ୧୯ – ଝାରସୁଗୁଡା, ୭୩ – କୋରାପୁଟ, ୫୨ ଜଣ ବାଲେଶ୍ୱର, ୫୮ ଜଣ ମାଲକାନଗିରି ରୁ, ୩୩ ଜଣ ସୁସ୍ତ ହୋୟୀ ଘରକୁ ଫେରିଲେ, କେନ୍ଦ୍ରାପଡ଼ା ରୁ ୨୦ ଜଣ, ୨ ଜଣ ନୂଆପଡା ରୁ,
୭ ଜଣ ବଲାଙ୍ଗୀର ରୁ, ୯୬ ଜଣ ପୁରୀ ରୁ, ୭ ଜଣ ବୌଧ ରୁ, ୧ ଜଣ ସୋନେପୁର, ୪୭ ଜଣ କଳାହାଣ୍ଡି, ୧୩ ଜଣ ନବରଙ୍ଗପୁର ରୁ ଜଣ ସୁସ୍ତ ହୋୟୀ ଘରକୁ ଫେରିଲେ,

ଆଜି ଓଡ଼ିଶାରେ ୧୫୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ,ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୪୫୩୧୪ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।

ଓଡ଼ିଶାରେ ଆଜି ୨୨୩୯ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ,
ଆଜି ସବୁଠୁ ଅଧିକ ବାଲେଶ୍ୱର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୨୨୩୯ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୪୧୬ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୮୧୩ ଜଣ ଅଛନ୍ତି

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୫୦୩ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୦୦୯୪୫୪, ଏବଂ ସକରାତ୍ମକ: ୬୪୫୩୩,
ପୁନରୁଦ୍ଧାର: ୪୩୭୭୯ ଏବଂ ସକ୍ରିୟ ମାମଲା ରେ ୨୦୩୩୯ ବୋଲି ଜଣା ପଡିଛି ।

18 Aug 2020
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post