ଆଜି ସମଗ୍ର ୨୩ ଟି ଜିଲ୍ଲା ରେ ୬୭୩ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୪୬ କ୍ୱାରେଣ୍ଟିନ୍ରେ ଥିବାବେଳେ ସ୍ଥାନୀୟ ମାମଲା ୨୨୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୨୩୯ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି । ୧୮ ହଜାର ଟପିଲା କରୋନା
୧୮ ହଜାର ଟପିଲା କରୋନା , ଜାଣନ୍ତୁ କେଉଁ ଜିଲା ରେ କେତେ ଆକ୍ରାନ୍ତ । ଓଡିଶାରୁ ଆଜି ୬୭୩ କରୋନା ରୋଗୀ ଚିହ୍ନଟ: ଓଡିଶାରୁ ଆଜି ୬୭୩ କରୋନା ଆକ୍ରାନ୍ତ ସଂଖ୍ୟା, ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ସବୁଠୁ ଅଧିକା ୨୩୯ କରୋନା ସକରାତ୍ମକ ଗଞ୍ଜାମ ରେ ଏବଂ ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ ୫୮ କରୋନା ସକରାତ୍ମକ ।
କରୋନା ସକରାତ୍ମକ ଓଡିଶା ରେ ୬୭୩ ନୂଆ କରୋନା ପଜିଟିଭ୍ : କିନ୍ତୁ ନୂତନ ସକରାତ୍ମକ ମାମଲା : ୬୭୩, କ୍ୱାରାଣ୍ଟିନରେ : ୪୪୬, ଲୋକାଲ କେସ : ୨୨୭
Covid-19 ର ରିପୋର୍ଟ -୧୯ ଜୁଲାଇ ୨୦୨୦: ( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି ), ଓଡିଶାରୁ ଆଜି ୭୩୬ କରୋନା ରୋଗୀ ଚିହ୍ନଟ,
ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି,
ଜିଲ୍ଲା ମାନଙ୍କର ରିପୋର୍ଟ |
ଅନଗୁଳୁ : ୪, ବାଲେସୋର : ୧୩, ବରଗଡ : ୨୨, ଭଦ୍ରକ : ୫୮, ବଲାଙ୍ଗୀର : ୦ , ବୌଧ : ୦, କଟକ : ୩୨, ଦେଓଗଡ : ୦, ଢେଙ୍କାନାଳ : ୧୦, ଗଜପତି : ୧୫, ଗଞ୍ଜାମ : ୨୩୯, ଜଗତସିଂପୁର : ୩୬, ଯାଜପୁର : ୨୮, କଳାହାଣ୍ଡି : ୦, ଝାରସୁଗୁଡା : ୧୪, କନ୍ଧମାଳ : ୪୪, କେନ୍ଦ୍ରାପଡା : ୪, କେନ୍ଦୁଝର : ୨୪, ଖୋର୍ଧା : ୫୮, କୋରାପୁଟ : ୪୧, ମାଲକାନଗିରି : ୪, ମୟୂରଭଞ୍ଜ : ୪, ନବରଙ୍ଗପୁର : ୦, ନୟାଗଡ଼ : ୪, ପୁରୀ : ୪, ରାୟଗଡା : ୦, ସମ୍ବଲପୁର :୩, ସୁନ୍ଦରଗଡ : ୧୧, ସୋନେପୁର : ୪ .
ନୂତନ ପୁନରୁଦ୍ଧାର: ୫୧୫, ସଂକଳିତ ପରୀକ୍ଷଣ: ୩୯୩୬୦୨, ସକରାତ୍ମକ: ୧୮୧୧୦, ପୁନରୁଦ୍ଧାର:୧୨୪୫୨, ସକ୍ରିୟ ମାମଲା: ୫୫୩୩

ଆପଣଙ୍କ ର ସୁରକ୍ଷା, ଆପଣଙ୍କ ର ନିଜ ହାତରେ। ନିୟମିତ ଭାବରେ ହାତ ଧୁଅନ୍ତୁ। ଘରୁ ବାହାରିଲା ବେଳେ ମାସ୍କ ପିନ୍ଧି ବାହାରନ୍ତୁ ଓ ଅନ୍ୟ ମାନଙ୍କଠୁ ଦୁଇ ମିଟର ଦୂରତା ରଖନ୍ତୁ । କରୋନା ସଂକ୍ରମଣରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ।

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।