Corona 1

ଓଡିଶାରେ ୨୪ ଘଣ୍ଟାରେ ୧୯୦୪ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଓଡିଶାରେ ୨୪ ଘଣ୍ଟାରେ ୧୯୦୪ ଜଣ କରୋନା ରୋଗୀ ଚିହ୍ନଟ,


ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୧୯୦୪ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୧୧୫ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୭୮୯ ଜଣ ଅଛନ୍ତି

ରାଜ୍ୟରେ ଗୋଟିଏ ଦିନରେ ୧୯୦୪ ଜଣ କରୋନା ରୋଗୀ ଚିହ୍ନଟ, ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୩୬୧ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୧୯୦୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି

Covid-19 ର ରିପୋର୍ଟ – ୧୯ ଅକ୍ଟୋବର ୨୦୨୦ :

ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୦୯, ବାଲେସୋର ୯୦ ଜଣ, ବରଗଡ ୩୫, ଭଦ୍ରକ ରେ ୧୯, ବଲାଙ୍ଗୀର ୬୬ ଜଣ, ବୌଧ : ୨୪, କଟକ : ୧୧୧, ଦେଓଗଡ : ୨୧,
ଢେଙ୍କାନାଳ : ୫୦, ଗଜପତି : ୨, ଗଞ୍ଜାମ ରେ ୩୯, ଜଗତସିଂପୁର ରେ ୭୩,
ଯାଜପୁର ରେ ୪୯, ସେହିଭଳି ଝାରସୁଗୁଡା ରେ ୫୧, କଳାହାଣ୍ଡି ରେ ୭୬ ଜଣ,
କନ୍ଧମାଳ ରେ ୧୮, କେନ୍ଦ୍ରାପଡା ରେ ୧୦୬, କେନ୍ଦୁଝର ରେ ୫୬, ଖୋର୍ଧା : ୨୨୧, କୋରାପୁଟ : ୩୬, ମାଲକାନଗିରି : ୩୦, ମୟୂରଭଞ୍ଜ : ୯୩,
ନବରଙ୍ଗପୁର ରେ ୪୩, ନୟାଗଡ ରେ ୩୨ ଜଣ, ନୂଆପଡା : ୧୨୮, ପୁରୀ : ୪୯, ରାୟଗଡା : ୧୭, ସମ୍ବଲପୁର : ୪୪, ସୋନେପୁର: ୭୩, ସୁନ୍ଦରଗଡ ରେ ୧୦୦,
ଓ ଷ୍ଟେଟ ପୂଲ ୪୩ ଜଣ କରୋନା ରୋଗୀ ଚିହ୍ନଟ ।


ସମୁଦାୟ ୧୯୦୪ ଜଣ କରୋନା ରୋଗୀ ଚିହ୍ନଟ ।


ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୨୭୩୮ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୪୧୧୭୦୯୦, ଏବଂ ସକରାତ୍ମକ: ୨୭୨୨୫୦, ସମୁଦାୟ ସୁସ୍ତ ୨୪୯୫୭୫,
ଏବଂ ସକ୍ରିୟ ମାମଲା ରେ ୨୧୪୫୪ ବୋଲି ଜଣା ପଡିଛି ।

Corona 1
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post