ରାଜ୍ୟରେ ଗୋଟିଏ ଦିନରେ ୨୦୧୯ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
ରାଜ୍ୟରେ ଗୋଟିଏ ଦିନରେ ୨୦୧୯ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
ରାଜ୍ୟରେ ଗୋଟିଏ ଦିନରେ ୨୦୧୯ ଜଣ କରୋନା ରୋଗୀ ଚିହ୍ନଟ,
ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୨୦୧୯ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୧୬୮ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୮୫୧ ଜଣ ଅଛନ୍ତି
ରାଜ୍ୟରେ ଗୋଟିଏ ଦିନରେ ୨୦୧୯ ଜଣ କରୋନା ରୋଗୀ ଚିହ୍ନଟ, ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୩୬୧ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୨୦୧୯ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି
Covid-19 ର ରିପୋର୍ଟ – ୧୭ ଅକ୍ଟୋବର ୨୦୨୦ :
ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୨୯, ବାଲେସୋର ୬୯ ଜଣ, ବରଗଡ ୭୭, ଭଦ୍ରକ ରେ ୪୧, ବଲାଙ୍ଗୀର ୭୧ ଜଣ, ବୌଧ : ୧୨, କଟକ : ୧୫୦, ଦେଓଗଡ : ୨୦,
ଢେଙ୍କାନାଳ : ୩୮, ଗଜପତି : ୬, ଗଞ୍ଜାମ ରେ ୩୩, ଜଗତସିଂପୁର ରେ ୬୪,
ଯାଜପୁର ରେ ୭୩, ସେହିଭଳି ଝାରସୁଗୁଡା ରେ ୪୩, କଳାହାଣ୍ଡି ରେ ୬୯ ଜଣ,
କନ୍ଧମାଳ ରେ ୩୧, କେନ୍ଦ୍ରାପଡା ରେ ୬୧, କେନ୍ଦୁଝର ରେ ୫୮, ଖୋର୍ଧା : ୨୮୩, କୋରାପୁଟ : ୪୧, ମାଲକାନଗିରି : ୨୦, ମୟୂରଭଞ୍ଜ : ୧୧୧,
ନବରଙ୍ଗପୁର ରେ ୬୦, ନୟାଗଡ ରେ ୪୦ ଜଣ, ନୂଆପଡା : ୯୦, ପୁରୀ : ୩୦, ରାୟଗଡା : ୨୪, ସମ୍ବଲପୁର : ୫୨, ସୋନେପୁର: ୬୮, ସୁନ୍ଦରଗଡ ରେ ୯୯,
ଓ ଷ୍ଟେଟ ପୂଲ ୫୬ ଜଣ କରୋନା ରୋଗୀ ଚିହ୍ନଟ ।
ସମୁଦାୟ ୨୦୧୯ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୨୮୪୨ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୪୦୪୩୩୨୩, ଏବଂ ସକରାତ୍ମକ: ୨୬୮୩୬୪, ସମୁଦାୟ ସୁସ୍ତ ୨୪୪୧୨୭,
ଏବଂ ସକ୍ରିୟ ମାମଲା ରେ ୨୨୯୪୯ ବୋଲି ଜଣା ପଡିଛି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।