ଓଡ଼ିଶାରେ ଗୋଟିଏ ଦିନରେ ୩୦୫୩ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଓଡ଼ିଶାରେ ଗୋଟିଏ ଦିନରେ ୩୦୫୩ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
ଓଡ଼ିଶାରେ ଗୋଟିଏ ଦିନରେ ୩୦୫୩ ଜଣ କରୋନା ରୋଗୀ ଚିହ୍ନଟ,
ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୩୦୫୩ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୮୦୪ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୨୪୯ ଜଣ ଅଛନ୍ତି

ଓଡ଼ିଶାରେ ଗୋଟିଏ ଦିନରେ ୩୦୫୩ ଜଣ କରୋନା ରୋଗୀ ଚିହ୍ନଟ, ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୫୬୧ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,


ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୦୫୩ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି

Covid-19 ର ରିପୋର୍ଟ – ୦୨ ଅକ୍ଟୋବର ୨୦୨୦ :
ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୬୪, ବାଲେସୋର ୮୫ ଜଣ, ବରଗଡ ୯୮, ଭଦ୍ରକ ରେ ୭୦, ବଲାଙ୍ଗୀର ୯୫ ଜଣ, ବୌଧ : ୨୮, କଟକ : ୨୫୬, ଦେଓଗଡ : ୧୬,
ଢେଙ୍କାନାଳ : ୫୧, ଗଜପତି : ୧୮, ଗଞ୍ଜାମ ରେ ୫୨, ଜଗତସିଂପୁର ରେ ୭୨,
ଯାଜପୁର ରେ ୧୧୦, ସେହିଭଳି ଝାରସୁଗୁଡା ରେ ୧୪୬, କଳାହାଣ୍ଡି ରେ ୪୧ ଜଣ,
କନ୍ଧମାଳ ରେ ୩୨, କେନ୍ଦ୍ରାପଡା ରେ ୧୧୫, କେନ୍ଦୁଝର ରେ ୧୩୩, ଖୋର୍ଧା : ୫୬୧, କୋରାପୁଟ : ୪୪, ମାଲକାନଗିରି : ୬୨, ମୟୂରଭଞ୍ଜ : ୧୫୩,
ନବରଙ୍ଗପୁର ରେ ୧୪, ନୟାଗଡ ରେ ୬୭ ଜଣ, ନୂଆପଡା : ୫୬, ପୁରୀ : ୧୨୭, ରାୟଗଡା : ୩୬, ସମ୍ବଲପୁର : ୧୨୩, ସୋନେପୁର: ୮୩, ସୁନ୍ଦରଗଡ ରେ ୯୮,
ଓ ଷ୍ଟେଟ ପୂଲ ୧୪୭ ଜଣ କରୋନା ରୋଗୀ ଚିହ୍ନଟ ।
ସମୁଦାୟ ୩୦୫୩ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୪୦୪୮ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୩୩୯୫୨୬୫, ଏବଂ ସକରାତ୍ମକ: ୨୨୯୩୮୭,
ଏବଂ ସକ୍ରିୟ ମାମଲା ରେ ୩୪୩୧୪ ବୋଲି ଜଣା ପଡିଛି ।

Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post