୨୪ ଘଣ୍ଟାରେ ୪୨୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
୨୪ ଘଣ୍ଟାରେ ୪୨୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ,
ରାଜ୍ୟ ରେ ଆଜି ୪୨୦୮ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୪୨୦୮ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୪୬୨ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୭୪୬ ଜଣ ଅଛନ୍ତି
ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୭୨୫ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୪୨୦୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି
Covid-19 ର ରିପୋର୍ଟ – ୨୪ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୯୪, ବାଲେସୋର ୧୧୮ ଜଣ, ବରଗଡ ୧୧୪, ଭଦ୍ରକ ରେ ୪୮, ବଲାଙ୍ଗୀର ୭୬ ଜଣ, ବୌଧ : ୨୯, କଟକ : ୪୬୫, ଦେଓଗଡ : ୨୦,
ଢେଙ୍କାନାଳ : ୬୮, ଗଜପତି : ୧୩, ଗଞ୍ଜାମ ରେ ୬୩, ଜଗତସିଂପୁର ରେ ୧୮୧,
ଯାଜପୁର ରେ ୨୩୭, ସେହିଭଳି ଝାରସୁଗୁଡା ରେ ୮୧, କଳାହାଣ୍ଡି ରେ ୧୧୬ ଜଣ,
କନ୍ଧମାଳ ରେ ୧୦୨, କେନ୍ଦ୍ରାପଡା ରେ ୧୧୦, କେନ୍ଦୁଝର ରେ ୮୨, ଖୋର୍ଧା : ୭୨୫, କୋରାପୁଟ : ୭୨, ମାଲକାନଗିରି : ୬୧, ମୟୂରଭଞ୍ଜ : ୧୫୪,
ନବରଙ୍ଗପୁର ରେ ୧୩୧, ନୟାଗଡ ରେ ୫୨ ଜଣ, ନୂଆପଡା : ୧୭୫, ପୁରୀ : ୧୯୯, ରାୟଗଡା : ୬୧, ସମ୍ବଲପୁର : ୧୩୧, ସୋନେପୁର: ୨୬, ସୁନ୍ଦରଗଡ ରେ ୮୦,
ଓ ଷ୍ଟେଟ ପୂଲ ୨୨୪ ଜଣ କରୋନା ରୋଗୀ ଚିହ୍ନଟ ।
ସମୁଦାୟ ୪୨୦୮ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୭୭୯ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୩୦୦୯୧୮୩, ଏବଂ ସକରାତ୍ମକ: ୨୦୧୦୯୬,
ଏବଂ ସକ୍ରିୟ ମାମଲା ରେ ୩୯୧୩୨
ବୋଲି ଜଣା ପଡିଛି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।