Covid-20-Sep2020

ଆଜି ଅନଗୁଳ ଜିଲ୍ଲା ରେ ସବୁଠୁ ଅଧିକ କରୋନା ରୋଗୀ ଚିହ୍ନଟ। ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ? ପଢନ୍ତୁ ସମ୍ପୂର୍ଣ ଖବର ।

ଆଜି ଅନଗୁଳ ଜିଲ୍ଲା ରେ ସବୁଠୁ ଅଧିକ କରୋନା ରୋଗୀ ଚିହ୍ନଟ। ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ? ପଢନ୍ତୁ ସମ୍ପୂର୍ଣ ଖବର ।

ଆଜି ଅନଗୁଳ ଜିଲ୍ଲା ରେ ସବୁଠୁ ଅଧିକ କରୋନା ରୋଗୀ ଚିହ୍ନଟ। ରାଜ୍ୟ ରେ ଆଜି ୪୩୩୦ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୪୨୦୯ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୪୪୧ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୭୬୮ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୬୩ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୪୩୩୦ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି

Covid-19 ର ରିପୋର୍ଟ – ୧୯ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୭୬, ବାଲେସୋର ୧୨୧ ଜଣ, ବରଗଡ ୭୪, ଭଦ୍ରକ ରେ ୭୪, ବଲାଙ୍ଗୀର ୭୯ ଜଣ, ବୌଧ : ୪୭, କଟକ : ୫୪୯, ଦେଓଗଡ : ୧୨,
ଢେଙ୍କାନାଳ : ୬୭, ଗଜପତି : ୧୬, ଗଞ୍ଜାମ ରେ ୫୧, ଜଗତସିଂପୁର ରେ ୧୬୭,
ଯାଜପୁର ରେ ୧୫୮, ସେହିଭଳି ଝାରସୁଗୁଡା ରେ ୧୫୩, କଳାହାଣ୍ଡି ରେ ୧୦୦ ଜଣ,
କନ୍ଧମାଳ ରେ ୧୭୮, କେନ୍ଦ୍ରାପଡା ରେ ୧୦୭, କେନ୍ଦୁଝର ରେ ୧୧୮, ଖୋର୍ଧା : ୬୪୪, କୋରାପୁଟ : ୯୪, ମାଲକାନଗିରି : ୬୩, ମୟୂରଭଞ୍ଜ : ୧୫୨,
ନବରଙ୍ଗପୁର ରେ ୧୩୩, ନୟାଗଡ ରେ ୫୩ ଜଣ, ନୂଆପଡା : ୬୨, ପୁରୀ : ୨୯୨, ରାୟଗଡା : ୮୫, ସମ୍ବଲପୁର : ୧୦୭, ସୋନେପୁର: ୨୫, ସୁନ୍ଦରଗଡ ରେ ୧୨୩,
ଓ ଷ୍ଟେଟ ପୂଲ ୨୨୫ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୪୩୩୦ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୪୦୯୦ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୭୬୬୯୭୬, ଏବଂ ସକରାତ୍ମକ: ୧୭୯୮୮୦,
ସମୁଦାୟ ପୁନରୁଦ୍ଧାର: ୧୪୧୬୫୭ ଏବଂ ସକ୍ରିୟ ମାମଲା ରେ ୩୭୪୬୯
ବୋଲି ଜଣା ପଡିଛି ।

Covid-20-Sep2020
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post