ଅନଗୁଳୁ ରେ ଆଜି ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ରାଜ୍ୟ ରେ ଆଜି ୩୮୬୧ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୩୮୬୧ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୨୭୮ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୫୮୩ ଜଣ ଅଛନ୍ତି
ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୭୬୭ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୮୬୧ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୦୬ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୨୦, ବାଲେସୋର ୧୦୫ ଜଣ, ବରଗଡ ୧୭୬, ଭଦ୍ରକ ରେ ୭୪, ବଲାଙ୍ଗୀର ୭୫ ଜଣ, ବୌଧ : ୨୨, କଟକ : ୩୮୬, ଦେଓଗଡ : ୧୨,
ଢେଙ୍କାନାଳ : ୭୪, ଗଜପତି : ୧୪, ଗଞ୍ଜାମ ରେ ୯୧, ଜଗତସିଂପୁର ରେ ୮୬,
ଯାଜପୁର ରେ ୨୮୫, ସେହିଭଳି ଝାରସୁଗୁଡା ରେ ୧୯୯, କଳାହାଣ୍ଡି ରେ ୨୮ ଜଣ,
କନ୍ଧମାଳ ରେ ୨୫, କେନ୍ଦ୍ରାପଡା ରେ ୮୩, କେନ୍ଦୁଝର ରେ ୬୬, ଖୋର୍ଧା : ୭୬୭, କୋରାପୁଟ : ୮୬, ମାଲକାନଗିରି : ୩୩, ମୟୂରଭଞ୍ଜ : ୧୨୨,
ନବରଙ୍ଗପୁର ରେ ୪୪, ନୟାଗଡ ରେ ୫୭ ଜଣ, ନୂଆପଡା : ୪୮, ପୁରୀ : ୨୦୦, ରାୟଗଡା : ୧୫୩, ସମ୍ବଲପୁର : ୭୭, ସୋନେପୁର: ୧୧୭, ସୁନ୍ଦରଗଡ ରେ ୯୬,
ଓ ଷ୍ଟେଟ ପୂଲ ୱେବ ୧୪୦ ଜଣ କରୋନା ରୋଗୀ ଚିହ୍ନଟ ।
ସମୁଦାୟ ୩୮୬୧ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୨୫୯୦ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୧୪୩୫୬୬, ଏବଂ ସକରାତ୍ମକ: ୧୨୭୮୯୨ ,
ପୁନରୁଦ୍ଧାର: ୯୬୩୬୪ ଏବଂ ସକ୍ରିୟ ମାମଲା ରେ ୩୦୯୧୯ ବୋଲି ଜଣା ପଡିଛି ।
Home Quarantine ସମୟରେ ଠିକ ସମୟରେ ବିଶ୍ରାମ ନିଅନ୍ତୁ ଓ ଆବଶ୍ୟକ ପରିମାଣରେ ବିଶ୍ରାମ ନିଅନ୍ତୁ, ସଠିକ ସମୟରେ ଔଷଧ ଖାଆନ୍ତୁ, ଉଷୁମ ପାଣି ବାରମ୍ବାର ପିଅନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଟେଲିମେଡିସିନ୍ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।