ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି

ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି, ୧୬ ହଜାର ଟପିଲା, ଜାଣନ୍ତୁ କେଉଁ ଜିଲା ରେ କେତେ ଆକ୍ରାନ୍ତ ।

ଆଜି ସମଗ୍ର ୨୪ ଟି ଜିଲ୍ଲା ରେ ୭୧୮ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୭୯ କ୍ୱାରେଣ୍ଟିନ୍‌ରେ ଥିବାବେଳେ ସ୍ଥାନୀୟ ମାମଲା ୨୩୯ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୨୩୧ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।

ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି, ଓଡ଼ିଶାରେ ପୁଣି ବାହାରିଲା ୭୧୮ କରୋନା ଆକ୍ରାନ୍ତ ସଂଖ୍ୟା, ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ସବୁଠୁ ଅଧିକା ୨୩୧ କରୋନା ସକରାତ୍ମକ ଗଞ୍ଜାମ ରେ ଏବଂ ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ ୧୫୦ କରୋନା ସକରାତ୍ମକ ।
କରୋନା ସକରାତ୍ମକ ଓଡିଶା ରେ ୭୧୮ ନୂଆ କରୋନା ପଜିଟିଭ୍ : କିନ୍ତୁ ନୂତନ ସକରାତ୍ମକ ମାମଲା : ୭୧୮, କ୍ୱାରାଣ୍ଟିନରେ : ୪୭୯, ଲୋକାଲ କେସ : ୨୩୯

Covid-19 ର ରିପୋର୍ଟ -୧୬ ଜୁଲାଇ ୨୦୨୦: ( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି )
ଓଡ଼ିଶାରେ ପୁଣି ବାହାରିଲା ୭୧୮ କରୋନା ଆକ୍ରାନ୍ତ ସଂଖ୍ୟା,

ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି,
ଜିଲ୍ଲା ମାନଙ୍କର ରିପୋର୍ଟ |
ଅନଗୁଳୁ : ୯ , ବାଲେସୋର : ୯ , ବରଗଡ : ୪, ଭଦ୍ରକ : ୧୦ , ବଲାଙ୍ଗୀର : ୦ , ବୌଧ : ୦ , କଟକ : ୩୨ , ଢେଙ୍କାନାଳ : ୬, ଗଜପତି : ୨୧, ଗଞ୍ଜାମ : ୨୩୧ , ଜଗତସିଂପୁର : ୧୬ , ଝାରସୁଗୁଡା : ୨୪, କନ୍ଧମାଳ : ୭, କେନ୍ଦ୍ରାପଡା : ୪ , କେନ୍ଦୁଝର : ୨୮, ଖୋର୍ଧା : ୧୫୦ , ଯାଜପୁର : ୦ , କଳାହାଣ୍ଡି : ୦ , କୋରାପୁଟ : ୨୭ , ମାଲକାନଗିରି : ୫୪ , ମୟୂରଭଞ୍ଜ : ୨୨ ,ନବରଙ୍ଗପୁର : ୧ ,ନୟାଗଡ଼ : ୧୩ , ନୂଆପଡା : ୦ , ପୁରୀ : ୯ , ରାୟଗଡା : ୧୯ , ସମ୍ବଲପୁର :୭ , ସୋନେପୁର : ୫, ସୁନ୍ଦରଗଡ : ୧୦,

ନୂତନ ପୁନରୁଦ୍ଧାର: ୪୦୧, ସଂକଳିତ ପରୀକ୍ଷଣ: ୩୬୯୭୩୮, ସକରାତ୍ମକ: ୧୬୧୧୦, ପୁନରୁଦ୍ଧାର: ୧୦୮୭୭, ସକ୍ରିୟ ମାମଲା: ୫୨୨୪

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା,

ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି
image courtesy: freepik

Recent Post