covid odisha new 2

ବଲାଙ୍ଗୀର ଜିଲ୍ଲା ରେ ଆଜି ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ରାଜ୍ୟ ରେ ଆଜି ସମୁଦାୟ ୩୯୯୧ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ବଲାଙ୍ଗୀର ଜିଲ୍ଲା ରେ ଆଜି ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ରାଜ୍ୟ ରେ ଆଜି ୩୯୯୧ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୩୯୯୧ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୩୧୫ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୬୭୬ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୮୭ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୯୯୧ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,

Covid-19 ର ରିପୋର୍ଟ – ୦୯ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୧୪, ବାଲେସୋର ୭୪ ଜଣ, ବରଗଡ ୧୬୯, ଭଦ୍ରକ ରେ ୮୨, ବଲାଙ୍ଗୀର ୧୮୦ଜଣ, ବୌଧ : ୪୧, କଟକ : ୩୯୨, ଦେଓଗଡ : ୧୮,
ଢେଙ୍କାନାଳ : ୧୦୧, ଗଜପତି : ୧୮, ଗଞ୍ଜାମ ରେ ୯୫, ଜଗତସିଂପୁର ରେ ୧୦୯,
ଯାଜପୁର ରେ ୧୪୮, ସେହିଭଳି ଝାରସୁଗୁଡା ରେ ୪୯, କଳାହାଣ୍ଡି ରେ ୭୪ଜଣ,
କନ୍ଧମାଳ ରେ ୫୭, କେନ୍ଦ୍ରାପଡା ରେ ୧୪୭, କେନ୍ଦୁଝର ରେ ୮୧, ଖୋର୍ଧା : ୬୮୭, କୋରାପୁଟ : ୧୨୭, ମାଲକାନଗିରି : ୧୯, ମୟୂରଭଞ୍ଜ : ୧୬୦,
ନବରଙ୍ଗପୁର ରେ ୧୨୫, ନୟାଗଡ ରେ ୪୮ ଜଣ, ନୂଆପଡା : ୯୬, ପୁରୀ : ୩୩୨, ରାୟଗଡା : ୫୮, ସମ୍ବଲପୁର : ୧୦୪, ସୋନେପୁର: ୭୪, ସୁନ୍ଦରଗଡ ରେ ୯୮,
ଓ ଷ୍ଟେଟ ପୂଲ ୧୧୪ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୩୯୯୧ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୧୧୦ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୨୭୩୫୯୭, ଏବଂ ସକରାତ୍ମକ: ୧୩୯୧୨୧,
ପୁନରୁଦ୍ଧାର: ୧୦୫୨୯୫ ଏବଂ ସକ୍ରିୟ ମାମଲା ରେ ୩୩୧୮୨ ବୋଲି ଜଣା ପଡିଛି ।

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ୩ଟି ମନ୍ତ୍ର ପାଳନ କରିବା ନିହାତି ଆବଶ୍ୟକ:

ସାମାଜିକ ଓ ଶାରିରୀକ ଦୂରତା ରକ୍ଷା, ସଠିକ ସମୟରେ ମାସ୍କ ପରିଧାନ କରନ୍ତୁ, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ବାସ୍ଥ୍ୟ ସଚେତନତା ରକ୍ଷା କରନ୍ତୁ

ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

covid odisha new 2
Image Credit – Freepik
fallow-Expreass-Odia-News-1
Recent Post