Baleswar & Mayurbhanj

ବାଲେଶ୍ୱର ଓ ମୟୁରଭଞ୍ଜ ଜିଲା ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୧୮୭୬ ଚିହ୍ନଟ କରୋନା ରୋଗୀ ଚିହ୍ନଟ,

ବାଲେଶ୍ୱର ଓ ମୟୁରଭଞ୍ଜ ଜିଲା ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୧୮୭୬ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୧୮୨ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୬୯୪ ଜଣ ଅଛନ୍ତି

ବାଲେଶ୍ୱର ଓ ମୟୁରଭଞ୍ଜ ଜିଲା ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ଓ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗଂଜାମ ଓ ଖୋର୍ଦ୍ଧା ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ

ଆଜି ସବୁଠୁ ଅଧିକା ୨୯୭ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୨୬୦,
ସୁନ୍ଦରଗଡ଼ ରେ ମଧ୍ୟ ୧୧୯ ଜଣ । ବାଲେଶ୍ୱର ଓ ମୟୁରଭଞ୍ଜ ଜିଲା ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ଗୋଟିଏ ଦିନରେ ୧୩୪୧ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୧୧ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୮୭୬ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି । ସୁନ୍ଦରଗଡ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୫, ବାଲେସୋର ରେ ୮୧ ଜଣ, ବରଗଡ ରେ ୧୫, ଭଦ୍ରକ ରେ ୫୦, ବଲାଙ୍ଗୀର ରେ ୩୧ ଜଣ, ବୌଧ : ୧୦, କଟକ : ୧୦୯, ଦେଓଗଡ : ୨,
ଢେଙ୍କାନାଳ : ୩୬, ଗଜପତି :୭୧, ଗଞ୍ଜାମ – ୨୬୦, ଜଗତସିଂପୁର ରେ ୨୬,
ଯାଜପୁର ରେ ୫୩, ସେହିଭଳି ଝାରସୁଗୁଡା ରେ ୬, କଳାହାଣ୍ଡି ରେ ୪୧ ଜଣ,
କନ୍ଧମାଳ ରେ ୩୦, କେନ୍ଦ୍ରାପଡା ରେ ୫୮, କେନ୍ଦୁଝର ରେ ୨୧, ଖୋର୍ଧା : ୨୯୭, କୋରାପୁଟ : ୭୭, ମାଲକାନଗିରି : ୨୪, ମୟୂରଭଞ୍ଜ : ୭୦,
ନବରଙ୍ଗପୁର ରେ ୩୦, ନୟାଗଡ ରେ ୧୦୫ ଜଣ, ନୂଆପଡା : ୩, ପୁରୀ : ୮୦, ରାୟଗଡା : ୯୮, ସମ୍ବଲପୁର : ୩୬, ସୋନେପୁର: ୨୨, ସୁନ୍ଦରଗଡ :୧୧୯,
ସମୁଦାୟ ୧୮୭୬ ଜଣ କରୋନା ରୋଗୀ ଚିହ୍ନଟ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୭୮୫ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୭୨୪୩୫୪, ଏବଂ ସକରାତ୍ମକ: ୫୦୬୭୨,
ପୁନରୁଦ୍ଧାର: ୩୪୮୦୫ ଏବଂ ସକ୍ରିୟ ମାମଲା ରେ ୧୫୫୦୯ ବୋଲି ଜଣା ପଡିଛି ।

ମୁଖ୍ୟ ଖବର : –


ଗତକାଲି ୧୭୮୫ ଲୋକ ସୁସ୍ତ ହୋଇ ଘରକୁ ଫେରିଥିବା ବେଳେ ସମୁଦାୟ ୩୪୮୦୫ ଲୋକ ଆଜି ପର୍ଯ୍ୟନ୍ତ ଠିକ ହୋଇସାରିଛନ୍ତି ।

Baleswar & Mayurbhanj
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post