3-Sept-corona

ବରଗଡ଼ ଜିଲାରେ ଆଜି ୨୩୮ ଜଣ ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୬୩୧ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ବରଗଡ଼ ଜିଲାରେ ଆଜି ୨୩୮ ଜଣ ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ଆଜି ସମୁଦାୟ ୩୬୩୧ ଚିହ୍ନଟ କରୋନା ରୋଗୀ ଚିହ୍ନଟ

ଓଡ଼ିଶାରେ ଆଜି ୩୬୩୧ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ,

ଆଜି ସବୁଠୁ ଅଧିକ ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୩୬୩୧ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୨୧୪ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୪୧୭ ଜଣ ଅଛନ୍ତି

ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୭୨୨କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୬୩୧ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,

Covid-19 ର ରିପୋର୍ଟ – ୦୨ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୪୧, ବାଲେସୋର ୧୧୪ ଜଣ, ବରଗଡ ୨୩୮, ଭଦ୍ରକ ରେ ୧୮୬, ବଲାଙ୍ଗୀର ୩୯ ଜଣ, ବୌଧ : ୨୭, କଟକ :୩୭୦, ଦେଓଗଡ : ୧୧,
ଢେଙ୍କାନାଳ : ୫୬, ଗଜପତି : ୯ ଗଞ୍ଜାମ ରେ ୧୦୭, ଜଗତସିଂପୁର ରେ ୭୯,
ଯାଜପୁର ରେ ୧୨୭, ସେହିଭଳି ଝାରସୁଗୁଡା ରେ ୮୦, କଳାହାଣ୍ଡି ରେ ୨୭ ଜଣ,
କନ୍ଧମାଳ ରେ ୪୪, କେନ୍ଦ୍ରାପଡା ରେ ୮୫, କେନ୍ଦୁଝର ରେ ୮୦, ଖୋର୍ଧା : ୭୨୨, କୋରାପୁଟ : ୯୩, ମାଲକାନଗିରି : ୫୫, ମୟୂରଭଞ୍ଜ : ୩୬୫,
ନବରଙ୍ଗପୁର ରେ ୪୬, ନୟାଗଡ ରେ ୧୦୦ଜଣ, ନୂଆପଡା : ୪୯, ପୁରୀ : ୧୫୭, ରାୟଗଡା : ୧୧୧, ସମ୍ବଲପୁର : ୬୮, ସୋନେପୁର: ୫୦, ସୁନ୍ଦରଗଡ ରେ ୯୫,

ସମୁଦାୟ ୩୬୩୧ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୩୦୩ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୯୫୦୫୯୧, ଏବଂ ସକରାତ୍ମକ: ୧୧୩୪୧୧,
ପୁନରୁଦ୍ଧାର: ୮୪୦୭୩ଏବଂ ସକ୍ରିୟ ମାମଲା ରେ ୨୮୭୬୩ବୋଲି ଜଣା ପଡିଛି ।

ମୁଖ୍ୟ ଖବର

ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କୃଷି କ୍ୟାବିନେଟ୍ ବୈଠକରେ କୃଷକଙ୍କ ଜୀବିକା ନିର୍ବାହ ସହାୟତା ସମ୍ବନ୍ଧରେ ଚର୍ଚା କରିଛନ୍ତି। କୋଭିଡ୍ ପରିସ୍ଥିତିରେ କୃଷକ ସହାୟତା ପାଇଁ ୩୭୩.୯୫ କୋଟି ଟଙ୍କା ବ୍ଯୟ କରାଯିବ ବୋଲି କହିଛନ୍ତି। ଏହିସବୁ ଯୋଜନା ଦ୍ବାରା ୨୪, ୯୯,୮୫୦ ଜଣ କୃଷକ ଉପକୃତ ହେବେ ବୋଲି ଜଣ ପଡିଛି ।

Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post