covid-coronavirus-27 Aug

ବରଗଡ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୩୮୪ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ବରଗଡ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୩୮୪ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଓଡ଼ିଶାରେ ଆଜି ୩୩୮୪ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ,
ଆଜି ସବୁଠୁ ଅଧିକ ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୩୩୮୪ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୧୨୮ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୨୫୬ ଜଣ ଅଛନ୍ତି

ବରଗଡ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ଓଡ଼ିଶାରେ ସର୍ବାଧିକ ୨୬୯୮ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ

ଗୋଟିଏ ଦିନରେ ୨୭୫୨ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୨୬ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୩, ବାଲେସୋର ରେ ୧୧୯ ଜଣ, ବରଗଡ ରେ ୧୫୭, ଭଦ୍ରକ – ୮୨, ବଲାଙ୍ଗୀର ରେ ୯୯ ଜଣ, ବୌଧ : ୫, କଟକ : ୪୯୨, ଦେଓଗଡ : ୧୬,
ଢେଙ୍କାନାଳ : ୬୦, ଗଜପତି : ୯, ଗଞ୍ଜାମ ରେ ୧୭୭, ଜଗତସିଂପୁର ରେ ୪୩,
ଯାଜପୁର ରେ ୧୭୬, ସେହିଭଳି ଝାରସୁଗୁଡା ରେ ୯୪, କଳାହାଣ୍ଡି ରେ ୨୭ ଜଣ,
କନ୍ଧମାଳ ରେ ୫୮, କେନ୍ଦ୍ରାପଡା ରେ ୭୬, କେନ୍ଦୁଝର ରେ ୬୩, ଖୋର୍ଧା : ୫୮୭, କୋରାପୁଟ : ୮୯, ମାଲକାନଗିରି : ୪୪, ମୟୂରଭଞ୍ଜ : ୧୭୭,
ନବରଙ୍ଗପୁର ରେ ୩୧, ନୟାଗଡ ରେ ୭୬ ଜଣ, ନୂଆପଡା : ୧୯, ପୁରୀ : ୧୨୧, ରାୟଗଡା : ୧୫୪, ସମ୍ବଲପୁର : ୧୮୨, ସୋନେପୁର: ୩୭, ସୁନ୍ଦରଗଡ ରେ ୧୦୧,

ସମୁଦାୟ ୩୩୮୪ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୩୪୩ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୫୫୩୨୫୭, ଏବଂ ସକରାତ୍ମକ: ୯୦୯୮୬,
ପୁନରୁଦ୍ଧାର: ୬୨୮୧୩ ଏବଂ ସକ୍ରିୟ ମାମଲା ରେ ୨୭୬୭୨ ବୋଲି ଜଣା ପଡିଛି ।

ମୁଖ୍ୟ ଖବର

ଦେଶର ବିଭିନ୍ନ ଅଗ୍ରଣୀ ସଂସ୍ଥାରେ ନିଜକୁ ନିଯୁକ୍ତି ସହିତ ନିଜକୁ ଆତ୍ମନିର୍ଭରଶୀଳ କରିବାର ଉତ୍କୃଷ୍ଟ ମାଧ୍ୟମ ହେଉଛି ଓଡ଼ିଶା ସରକାରୀ ଆଇଟିଆଇ ରେ ଉନ୍ନତ ମାନର ତାଲିମ। ଏହାର ସୁଯୋଗ ଅଛି, ହାତଛଡ଼ା କରନ୍ତୁନି। ୪ ସେପ୍ଟେମ୍ବର,୨୦୨୦ ସୁଦ୍ଧା http://samsodisha.gov.in ଲିଙ୍କ ରେ ନାମ ପଞ୍ଜିକରଣ କରି ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଆଗକୁ ବଢନ୍ତୁ। ଏହା ସମସ୍ତଙ୍କୁ ଜଣାନ୍ତୁ

covid-coronavirus-27 Aug
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post