କରୋନା ଚିନ୍ତା ଦେଲା ଭଦ୍ରକ ଲୋକ ମାନଙ୍କୁ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୩୪୧ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୮୧୮ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୫୨୩ ଜଣ ଅଛନ୍ତି
କରୋନା ଚିନ୍ତା ଦେଲା ଭଦ୍ରକ ଲୋକ ମାନଙ୍କୁ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗଂଜାମ ଓ ଖୋର୍ଦ୍ଧା ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ଆଜି ସବୁଠୁ ଅଧିକା ୨୨୭ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୨୧୮,
ସୁନ୍ଦରଗଡ଼ ରେ ମଧ୍ୟ ୯୧ ଜଣ । କରୋନା ଚିନ୍ତା ଦେଲା ଭଦ୍ରକ ଲୋକ ମାନଙ୍କୁ,
ଗୋଟିଏ ଦିନରେ ୧୩୪୧ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୧୦ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୩୪୧ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି ।ରାୟଗଡ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୪ ଜଣ, ବାଲେସୋର ରେ ୫୪ ଜଣ, ବରଗଡ ରେ ୫୬, ଭଦ୍ରକ ରେ ୮୩, ବଲାଙ୍ଗୀର ରେ ୨୭ ଜଣ, ବୌଧ : ୧୦, କଟକ : ୭୬, ଦେଓଗଡ : ୦,
ଢେଙ୍କାନାଳ : ୧୪, ଗଜପତି :୨୦, ଗଞ୍ଜାମ ରେ ସବୁଠୁ ଅଧିକ ୨୨୭ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର ରେ ୧୬,
ଯାଜପୁର ରେ ୧୫, ସେହିଭଳି ଝାରସୁଗୁଡା ରେ ୬୭, କଳାହାଣ୍ଡି ରେ ୨୫ ଜଣ,
କନ୍ଧମାଳ ରେ ୧୬, କେନ୍ଦ୍ରାପଡା ରେ ୨୩, କେନ୍ଦୁଝର ରେ ୨୭, ଖୋର୍ଧା : ୨୧୮, କୋରାପୁଟ : ୪୫, ମାଲକାନଗିରି : ୧୭, ମୟୂରଭଞ୍ଜ : ୯,
ନବରଙ୍ଗପୁର ରେ ୬, ନୟାଗଡ ରେ ୫୭ ଜଣ, ନୂଆପଡା : ୭, ପୁରୀ : ୧୬, ରାୟଗଡା : ୭୫, ସମ୍ବଲପୁର : ୨୬, ସୋନେପୁର: ୧୪, ସୁନ୍ଦରଗଡ : ୯୧,
ସମୁଦାୟ ୧୩୪୧ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୨୩୬ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୬୯୨୩୦୧, ଏବଂ ସକରାତ୍ମକ: ୪୮୭୯୬,
ପୁନରୁଦ୍ଧାର: ୩୩୦୨୦ ଏବଂ ସକ୍ରିୟ ମାମଲା ରେ ୧୫୪୨୭ ବୋଲି ଜଣା ପଡିଛି ।
ମୁଖ୍ୟ ଖବର : –
ତୈଳବୀଜ ଓ ଡାଲି ସଂଗ୍ରହ: ରାଜ୍ୟରେ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ତୈଳବୀଜ ଓ ଡାଲି ସଂଗ୍ରହ ହୋଇଛି ବୋଲି ଜଣ ପଡିଛି। ଚାଷୀଙ୍କ ଠାରୁ ପ୍ରାୟ ୬୦.୨୪ କୋଟି ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସହାୟକ ଦରରେ କ୍ରୟ କରା ଯାଇଅଛି। ମାର୍କଫେଡ୍ ଦ୍ବାରା ୧୩ ଜିଲ୍ଲାରୁ ବିଭିନ୍ନ ପ୍ଯାକସ୍ ଜରିଆରେ ମୁଗ, ଚିନା ବାଦାମ, ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ ମଧ୍ୟ କରାଯାଇଛି।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।