ଭଦ୍ରକ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୧୯୭୭ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଭଦ୍ରକ ଓ ମୟୁରଭଞ୍ଜ ଜିଲା ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୧୯୭୭ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୨୪୧ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୭୩୬ ଜଣ ଅଛନ୍ତି

ଭଦ୍ରକ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ଓ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଭଦ୍ରକ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ଆଜି ସବୁଠୁ ଅଧିକା ୩୩୨ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୨୮୦,
ସୁନ୍ଦରଗଡ଼ ରେ ମଧ୍ୟ ୮୮ ଜଣ । ବାଲେଶ୍ୱର ଓ ମୟୁରଭଞ୍ଜ ଜିଲା ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ଗୋଟିଏ ଦିନରେ ୧୯୭୭ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୧୩ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୯୭୭ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି । ଭଦ୍ରକ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୨, ବାଲେସୋର ରେ ୫୬ ଜଣ, ବରଗଡ ରେ ୨୨, ଭଦ୍ରକ – ୧୧୮, ବଲାଙ୍ଗୀର ରେ ୭ ଜଣ, ବୌଧ : ୫, କଟକ : ୧୦୧, ଦେଓଗଡ : ୨
ଢେଙ୍କାନାଳ : ୪୦, ଗଜପତି : ୯୩, ଗଞ୍ଜାମ ରେ ୨୮୦, ଜଗତସିଂପୁର ରେ ୩୪,
ଯାଜପୁର ରେ ୬୯ , ସେହିଭଳି ଝାରସୁଗୁଡା ରେ ୧୧, କଳାହାଣ୍ଡି ରେ ୪୮ ଜଣ,
କନ୍ଧମାଳ ରେ ୬୦, କେନ୍ଦ୍ରାପଡା ରେ ୬, କେନ୍ଦୁଝର ରେ ୧୦, ଖୋର୍ଧା : ୩୩୨, କୋରାପୁଟ : ୯୦, ମାଲକାନଗିରି : ୫୨, ମୟୂରଭଞ୍ଜ : ୧୨୦,
ନବରଙ୍ଗପୁର ରେ ୧୭, ନୟାଗଡ ରେ ୭୫ ଜଣ, ନୂଆପଡା : ୨୦, ପୁରୀ : ୮୩, ରାୟଗଡା : ୭୦, ସମ୍ବଲପୁର : ୫୯, ସୋନେପୁର: ୭, ସୁନ୍ଦରଗଡ ରେ ୮୮,
ସମୁଦାୟ ୧୯୭୭ ଜଣ କରୋନା ରୋଗୀ ଚିହ୍ନଟ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୪୨୧ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୮୦୭୮୨୬, ଏବଂ ସକରାତ୍ମକ: ୫୪୬୩୦,
ପୁନରୁଦ୍ଧାର: ୩୭୯୦୦ ଏବଂ ସକ୍ରିୟ ମାମଲା ରେ ୧୬୩୫୩ ବୋଲି ଜଣା ପଡିଛି ।

ମୁଖ୍ୟ ଖବର : –

୭୪ତମ ସ୍ବାଧୀନତା ଦିବସ ପାଳନ ପ୍ରସ୍ତୁତି ପାଇଁ ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ପରେଡର ପୂର୍ବାଭ୍ଯାସ ଚାଲିଛି ।

Image – IPR_Odisha

ଓଡିଶା ସରକାର ମରୁଡି ପ୍ରପୀଡିତ ବିଜେପୁର ଅଞ୍ଚଳକୁ ନିଶ୍ଚିତ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ନିଷ୍ପତି ନେଇଛନ୍ତି ଓ ୧୧୩୮.୬୩ କୋଟି ଟଙ୍କାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ ମଧ୍ୟ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ସମୁଦାୟ ୧୨୪ ଗୋଟି ଗ୍ରାମର ୨୫ ହଜାର ୬ଶହ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ପାରିବ ବୋଲି ଜଣ ପଡିଛି ।

Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post