15 Aug 2020

ବୌଧ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୪୯୬ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ବୌଧ ଓ ବାଲେଶ୍ୱର ଜିଲା ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୨୪୯୬ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୫୯୧ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୯୦୫ ଜଣ ଅଛନ୍ତି

ଭଦ୍ରକ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ଓ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ବୌଧ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ଆଜି ସବୁଠୁ ଅଧିକା ୩୭୮ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୩୨୭,
ସୁନ୍ଦରଗଡ଼ ରେ ମଧ୍ୟ ୧୫୬ ଜଣ । ବୌଧ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ଗୋଟିଏ ଦିନରେ ୨୪୯୬ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୧୪ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୨୪୯୬ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି । ଭଦ୍ରକ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୨, ବାଲେସୋର ରେ ୧୬୫ ଜଣ, ବରଗଡ ରେ ୩୬, ଭଦ୍ରକ – ୧୦୨, ବଲାଙ୍ଗୀର ରେ ୯୨ ଜଣ, ବୌଧ : ୧୧୫, କଟକ : ୧୨୮, ଦେଓଗଡ : ୦
ଢେଙ୍କାନାଳ : ୬୯, ଗଜପତି : ୬୮, ଗଞ୍ଜାମ ରେ ୩୨୭, ଜଗତସିଂପୁର ରେ ୧୪,
ଯାଜପୁର ରେ ୧୧, ସେହିଭଳି ଝାରସୁଗୁଡା ରେ ୧୯, କଳାହାଣ୍ଡି ରେ ୪୨ ଜଣ,
କନ୍ଧମାଳ ରେ ୯୮, କେନ୍ଦ୍ରାପଡା ରେ ୧୩, କେନ୍ଦୁଝର ରେ ୫୧, ଖୋର୍ଧା : ୩୭୮, କୋରାପୁଟ : ୧୩୩, ମାଲକାନଗିରି : ୭୩, ମୟୂରଭଞ୍ଜ : ୨୩,
ନବରଙ୍ଗପୁର ରେ ୧୧, ନୟାଗଡ ରେ ୪ ଜଣ, ନୂଆପଡା : ୧୬, ପୁରୀ : ୯୩, ରାୟଗଡା : ୧୪୬, ସମ୍ବଲପୁର : ୮୧, ସୋନେପୁର: ୨୦, ସୁନ୍ଦରଗଡ ରେ ୧୫୬,
ସମୁଦାୟ ୨୪୯୬ ଜଣ କରୋନା ରୋଗୀ ଚିହ୍ନଟ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୩୦୫ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୮୫୫୭୧୩, ଏବଂ ସକରାତ୍ମକ: ୫୭୧୨୬,
ପୁନରୁଦ୍ଧାର: ୩୯୨୦୫ ଏବଂ ସକ୍ରିୟ ମାମଲା ରେ ୧୭୫୩୫ ବୋଲି ଜଣା ପଡିଛି ।

ମୁଖ୍ୟ ଖବର : –


୭୪ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଓଡିଶା ରାଜ୍ୟ ପୁଲିସ୍ ସଶସ୍ତ୍ର ବାହିନୀ ଏବଂ ଓଡ୍ରାଫ୍ ଓ ଏସ୍ ଏସ୍ ବାଟାଲିୟନଙ୍କ ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ସ୍ବାଧୀନତାଦିବସ ଅବସରରେ ଗ୍ରହଣ କରିଛନ୍ତି ।

Image Credit – IPR_Odisha

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post