ଖୋର୍ଦ୍ଧା ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯୨୪ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
ଗୋଟିଏ ଦିନରେ ଓଡ଼ିଶାରେ ସର୍ବାଧିକ ୨୯୨୪ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୨୯୨୪ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୮୧୫ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୧୦୯ ଜଣ ଅଛନ୍ତି
ଖୋର୍ଦ୍ଧା ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ଓ ଗଂଜାମ ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ପୁରୀ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଗୋଟିଏ ଦିନରେ ଓଡ଼ିଶାରେ ସର୍ବାଧିକ ୨୯୨୪ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ ଚିହ୍ନଟ
ଆଜି ସବୁଠୁ ଅଧିକା ୪୮୮ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୩୧୮,
ସୁନ୍ଦରଗଡ଼ ରେ ମଧ୍ୟ ୧୬୧ ଜଣ ।
ଗୋଟିଏ ଦିନରେ ୨୯୨୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୧୫ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୨୪୯୬ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି । ଭଦ୍ରକ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୩୭, ବାଲେସୋର ରେ ୧୨୭ ଜଣ, ବରଗଡ ରେ ୪୮, ଭଦ୍ରକ – ୧୦୭, ବଲାଙ୍ଗୀର ରେ ୨୭ ଜଣ, ବୌଧ : ୮, କଟକ : ୧୮୯, ଦେଓଗଡ : ୧୬
ଢେଙ୍କାନାଳ : ୪୦, ଗଜପତି : ୭୧, ଗଞ୍ଜାମ ରେ ୩୧୮, ଜଗତସିଂପୁର ରେ ୪୭,
ଯାଜପୁର ରେ ୨୦୦, ସେହିଭଳି ଝାରସୁଗୁଡା ରେ ୩୦, କଳାହାଣ୍ଡି ରେ ୨୭ ଜଣ,
କନ୍ଧମାଳ ରେ ୫୦, କେନ୍ଦ୍ରାପଡା ରେ ୬୦, କେନ୍ଦୁଝର ରେ ୨୬, ଖୋର୍ଧା : ୪୪୮, କୋରାପୁଟ : ୯୫, ମାଲକାନଗିରି : ୯୩, ମୟୂରଭଞ୍ଜ : ୧୩୬,
ନବରଙ୍ଗପୁର ରେ ୨୬, ନୟାଗଡ ରେ ୧୪୨ ଜଣ, ନୂଆପଡା : ୨୦, ପୁରୀ : ୧୪୪, ରାୟଗଡା : ୧୧୬, ସମ୍ବଲପୁର : ୩୭, ସୋନେପୁର: ୩୭, ସୁନ୍ଦରଗଡ ରେ ୧୬୧,
ସମୁଦାୟ ୨୯୨୪ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୫୨୧ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୯୦୮୫୦୮, ଏବଂ ସକରାତ୍ମକ: ୬୦୦୫୦,
ପୁନରୁଦ୍ଧାର: ୪୦୭୨୬ ଏବଂ ସକ୍ରିୟ ମାମଲା ରେ ୧୮୯୨୮ ବୋଲି ଜଣା ପଡିଛି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।