Corona 3

କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଠିକ ହୋଇ ଘରକୁ ଫେରିଲେ। ପଢନ୍ତୁ ସମ୍ପୂର୍ଣ ଖବର ।

ଦିନକୁ ଦିନ ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା। ରାଜ୍ୟ ରେ ଆଜି ୨୪୨୩ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୨୪୨୩ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୪୧୭ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୦୦୬ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୩୫୯ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୨୪୨୩ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି

Covid-19 ର ରିପୋର୍ଟ – ୧୧ ଅକ୍ଟୋବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୨୨୯, ବାଲେସୋର ୪୨ ଜଣ, ବରଗଡ ୬୭, ଭଦ୍ରକ ରେ ୯୯, ବଲାଙ୍ଗୀର ୯୩ ଜଣ, ବୌଧ : ୧୦, କଟକ : ୧୧୮, ଦେଓଗଡ : ୧୭,
ଢେଙ୍କାନାଳ : ୬୬, ଗଜପତି : ୭, ଗଞ୍ଜାମ ରେ ୩୭, ଜଗତସିଂପୁର ରେ ୮୪,
ଯାଜପୁର ରେ ୯୭, ସେହିଭଳି ଝାରସୁଗୁଡା ରେ ୮୪, କଳାହାଣ୍ଡି ରେ ୫୭ ଜଣ,
କନ୍ଧମାଳ ରେ ୩୫, କେନ୍ଦ୍ରାପଡା ରେ ୭୩, କେନ୍ଦୁଝର ରେ ୭୦, ଖୋର୍ଧା : ୩୫୯, କୋରାପୁଟ : ୨୪, ମାଲକାନଗିରି : ୪୮, ମୟୂରଭଞ୍ଜ : ୧୨୮,
ନବରଙ୍ଗପୁର ରେ ୨୮, ନୟାଗଡ ରେ ୪୦ ଜଣ, ନୂଆପଡା : ୬୩, ପୁରୀ : ୭୩, ରାୟଗଡା : ୧୦, ସମ୍ବଲପୁର : ୬୦, ସୋନେପୁର: ୫୩, ସୁନ୍ଦରଗଡ ରେ ୧୯୫,
ଓ ଷ୍ଟେଟ ପୂଲ ୭୫ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୨୪୨୩ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୩୪୨ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୩୭୯୬୭୬୭, ଏବଂ ସକରାତ୍ମକ: ୨୫୪୬୬୨,
ସମୁଦାୟ ପୁନରୁଦ୍ଧାର: ୨୨୭୬୧୫ ଏବଂ ସକ୍ରିୟ ମାମଲା ରେ ୨୫୯୫୪
ବୋଲି ଜଣା ପଡିଛି ।

Corona 3
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post