15 Aug 2020

କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଠିକ ହୋଇ ଘରକୁ ଫେରିଲେ। ପଢନ୍ତୁ ସମ୍ପୂର୍ଣ ଖବର ।

ଦିନକୁ ଦିନ ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା। ରାଜ୍ୟ ରେ ଆଜି ୪୨୩୭ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୪୨୩୭ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୪୮୫ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୭୫୨ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୪୭ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୪୨୩୭ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି

Covid-19 ର ରିପୋର୍ଟ – ୨୨ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୧୦, ବାଲେସୋର ୧୬୧ ଜଣ, ବରଗଡ ୧୨୧, ଭଦ୍ରକ ରେ ୧୩୬, ବଲାଙ୍ଗୀର ୬୭ ଜଣ, ବୌଧ : ୪୩, କଟକ : ୫୭୭, ଦେଓଗଡ : ୨୨,
ଢେଙ୍କାନାଳ : ୭୦, ଗଜପତି : ୪୨, ଗଞ୍ଜାମ ରେ ୭୧, ଜଗତସିଂପୁର ରେ ୧୭୩,
ଯାଜପୁର ରେ ୨୦୧, ସେହିଭଳି ଝାରସୁଗୁଡା ରେ ୨୦୫, କଳାହାଣ୍ଡି ରେ ୫୭ ଜଣ,
କନ୍ଧମାଳ ରେ ୫୫, କେନ୍ଦ୍ରାପଡା ରେ ୧୪୮, କେନ୍ଦୁଝର ରେ ୪୨, ଖୋର୍ଧା : ୬୪୭, କୋରାପୁଟ : ୮୯, ମାଲକାନଗିରି : ୪୪, ମୟୂରଭଞ୍ଜ : ୧୩୯,
ନବରଙ୍ଗପୁର ରେ ୭୦, ନୟାଗଡ ରେ ୫୦ ଜଣ, ନୂଆପଡା : ୧୧୫, ପୁରୀ : ୨୧୯, ରାୟଗଡା : ୫୧, ସମ୍ବଲପୁର : ୧୧୧, ସୋନେପୁର: ୧୩୧, ସୁନ୍ଦରଗଡ ରେ ୧୦୧,
ଓ ଷ୍ଟେଟ ପୂଲ ୧୬୯ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୪୨୩୭ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୮୩୪ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୯୦୫୭୩୧, ଏବଂ ସକରାତ୍ମକ: ୧୯୨୫୪୮,
ସମୁଦାୟ ପୁନରୁଦ୍ଧାର: ୧୫୩୨୧୩ ଏବଂ ସକ୍ରିୟ ମାମଲା ରେ ୩୮୫୪୬
ବୋଲି ଜଣା ପଡିଛି ।

15 Aug 2020
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post