Corona 2

ଓଡ଼ିଶାରେ ଆରୋଗ୍ୟ ହେଲେ ୩୩୭୮ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଓଡ଼ିଶାରେ ଆରୋଗ୍ୟ ହେଲେ ୩୩୭୮ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଓଡ଼ିଶାରେ ଆରୋଗ୍ୟ ହେଲେ ୩୩୭୮ କରୋନା ଆକ୍ରାନ୍ତ,
ରାଜ୍ୟ ରେ ଆଜି ୩୨୩୫ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୩୨୩୫ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୯୧୫ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୩୨୦ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୭୨୫ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୨୩୫ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି

Covid-19 ର ରିପୋର୍ଟ – ୨୭ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୭୯, ବାଲେସୋର ୧୦୦ ଜଣ, ବରଗଡ ୧୩୭, ଭଦ୍ରକ ରେ ୬୭, ବଲାଙ୍ଗୀର ୧୦୧ ଜଣ, ବୌଧ : ୪୨, କଟକ : ୩୧୮, ଦେଓଗଡ : ୧୨,
ଢେଙ୍କାନାଳ : ୬୯, ଗଜପତି : ୩୧, ଗଞ୍ଜାମ ରେ ୨୮, ଜଗତସିଂପୁର ରେ ୮୬,
ଯାଜପୁର ରେ ୧୧୦, ସେହିଭଳି ଝାରସୁଗୁଡା ରେ ୭୧, କଳାହାଣ୍ଡି ରେ ୪୨ ଜଣ,
କନ୍ଧମାଳ ରେ ୬୨, କେନ୍ଦ୍ରାପଡା ରେ ୧୦୩, କେନ୍ଦୁଝର ରେ ୮୬, ଖୋର୍ଧା : ୫୦୬, କୋରାପୁଟ : ୫୯, ମାଲକାନଗିରି : ୨୧, ମୟୂରଭଞ୍ଜ : ୧୧୮,
ନବରଙ୍ଗପୁର ରେ ୧୨୪, ନୟାଗଡ ରେ ୪୩ ଜଣ, ନୂଆପଡା : ୧୦୬, ପୁରୀ : ୭୯, ରାୟଗଡା : ୧୦୧, ସମ୍ବଲପୁର : ୧୨୦, ସୋନେପୁର: ୬୫, ସୁନ୍ଦରଗଡ ରେ ୧୦୧,
ଓ ଷ୍ଟେଟ ପୂଲ ୧୪୮ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୩୨୩୫ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୩୭୮ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୩୧୫୯୪୦୦, ଏବଂ ସକରାତ୍ମକ: ୧୭୩୫୭୧,
ଏବଂ ସକ୍ରିୟ ମାମଲା ରେ ୩୮୨୭୨
ବୋଲି ଜଣା ପଡିଛି ।

Corona 2
Corona 2

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post