covid odisha new 3

ରାଜ୍ୟରେ ଯେତିକି କରୋନା ରୋଗୀ ଚିହ୍ନଟ ହୋଉଛନ୍ତି ସେତିକି ସୁସ୍ତ ହୋଇ ଘରକୁ ମଧ୍ୟ ଫେରୁଛନ୍ତି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ? ପଢନ୍ତୁ ସମ୍ପୂର୍ଣ ଖବର ।

ରାଜ୍ୟରେ ଯେତିକି କରୋନା ରୋଗୀ ଚିହ୍ନଟ ହୋଉଛନ୍ତି ସେତିକି ସୁସ୍ତ ହୋଇ ଘରକୁ ମଧ୍ୟ ଫେରୁଛନ୍ତି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ? ପଢନ୍ତୁ ସମ୍ପୂର୍ଣ ଖବର ।

ରାଜ୍ୟରେ ଯେତିକି କରୋନା ରୋଗୀ ଚିହ୍ନଟ ହୋଉଛନ୍ତି ସେତିକି ସୁସ୍ତ ହୋଇ ଘରକୁ ମଧ୍ୟ ଫେରୁଛନ୍ତି । ରାଜ୍ୟ ରେ ଆଜି ୪୨୪୨ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୪୨୪୨ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୪୪୧ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୭୬୮ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୬୩ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୪୩୩୦ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି

Covid-19 ର ରିପୋର୍ଟ – ୨୦ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୩୦, ବାଲେସୋର ୧୫୫ ଜଣ, ବରଗଡ ୧୧୪, ଭଦ୍ରକ ରେ ୧୧୪, ବଲାଙ୍ଗୀର ୬୮ ଜଣ, ବୌଧ : ୪୫, କଟକ : ୫୯୫, ଦେଓଗଡ : ୧୦,
ଢେଙ୍କାନାଳ : ୭୧, ଗଜପତି : ୨୭, ଗଞ୍ଜାମ ରେ ୫୭, ଜଗତସିଂପୁର ରେ ୧୭୬,
ଯାଜପୁର ରେ ୧୩୧, ସେହିଭଳି ଝାରସୁଗୁଡା ରେ ୨୦୫, କଳାହାଣ୍ଡି ରେ ୪୦ ଜଣ,
କନ୍ଧମାଳ ରେ ୧୫୩, କେନ୍ଦ୍ରାପଡା ରେ ୧୫୫, କେନ୍ଦୁଝର ରେ ୬୨, ଖୋର୍ଧା : ୬୫୨, କୋରାପୁଟ : ୯୦, ମାଲକାନଗିରି : ୬୯, ମୟୂରଭଞ୍ଜ : ୧୭୧,
ନବରଙ୍ଗପୁର ରେ ୫୪, ନୟାଗଡ ରେ ୫୩ ଜଣ, ନୂଆପଡା : ୫୮, ପୁରୀ : ୧୮୨, ରାୟଗଡା : ୧୩୪, ସମ୍ବଲପୁର : ୧୧୩, ସୋନେପୁର: ୧୯, ସୁନ୍ଦରଗଡ ରେ ୧୩୩,
ଓ ଷ୍ଟେଟ ପୂଲ ୨୦୬ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୪୨୪୨ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୪୦୧୮ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୮୧୪୭୩୪, ଏବଂ ସକରାତ୍ମକ: ୧୮୪୧୨୨,
ସମୁଦାୟ ପୁନରୁଦ୍ଧାର: ୧୪୫୬୭୫ ଏବଂ ସକ୍ରିୟ ମାମଲା ରେ ୩୭୬୮୪
ବୋଲି ଜଣା ପଡିଛି ।

covid odisha new 3
Image Credit – Freepik
fallow-Expreass-Odia-News-1
Recent Post