ଆଜି ସମଗ୍ର ୨୩ ଟି ଜିଲ୍ଲା ରେ ୬୪୭ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୩୧ କ୍ୱାରେଣ୍ଟିନ୍ରେ ଥିବାବେଳେ ସ୍ଥାନୀୟ ମାମଲା ୨୧୬ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୨୨୫ କରୋନା ରୋଗୀ ଚିହ୍ନଟ ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
କରୋନା ଏବେ କଟକ କୁ ଆକ୍ରମଣ କରୁଛି : ଓଡିଶାରୁ ୬୪୭ କରୋନା ରୋଗୀ ଚିହ୍ନଟ: ଓଡିଶାରୁ ଆଜି ୬୪୭ କରୋନା ଆକ୍ରାନ୍ତ ସଂଖ୍ୟା, ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ସବୁଠୁ ଅଧିକା ୨୨୫ କରୋନା ସକରାତ୍ମକ ଗଞ୍ଜାମ ରେ ଏବଂ ସବୁଠୁ ଅଧିକ କଟକ ଜିଲା ରେ ୮୪ କରୋନା ସକରାତ୍ମକ ।
କରୋନା ସକରାତ୍ମକ ଓଡିଶା ରେ ୬୪୭ ନୂଆ କରୋନା ପଜିଟିଭ୍ : କିନ୍ତୁ ନୂତନ ସକରାତ୍ମକ ମାମଲା : ୬୪୭, କ୍ୱାରାଣ୍ଟିନରେ :୪୩୧, ଲୋକାଲ କେସ : ୨୧୬
Covid-19 ର ରିପୋର୍ଟ -୨୦ ଜୁଲାଇ ୨୦୨୦: ( ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି ), ଓଡିଶାରୁ ଆଜି ୬୪୭ କରୋନା ରୋଗୀ ଚିହ୍ନଟ,
ଗଞ୍ଜାମ ପରେ ଏବେ କରୋନା କଟକ କୁ ଆକ୍ରମଣ କରିଛି,
ଜିଲ୍ଲା ମାନଙ୍କର ରିପୋର୍ଟ |
ଅନଗୁଳୁ : ୩୭, ବାଲେସୋର : ୪୦, ବରଗଡ : ୪, ଭଦ୍ରକ : ୧୨, ବଲାଙ୍ଗୀର : ୫ , ବୌଧ : ୦, କଟକ : ୮୪, ଦେଓଗଡ : ୦, ଢେଙ୍କାନାଳ : ୧୦, ଗଜପତି : ୦, ଗଞ୍ଜାମ : ୨୨୫, ଜଗତସିଂପୁର : ୭, ଯାଜପୁର : ୨, କଳାହାଣ୍ଡି : ୨, ଝାରସୁଗୁଡା : ୦, କନ୍ଧମାଳ : ୫, କେନ୍ଦ୍ରାପଡା : ୧୩, କେନ୍ଦୁଝର : ୮, ଖୋର୍ଧା : ୬୮, କୋରାପୁଟ : ୨୮, ମାଲକାନଗିରି : ୧୦, ମୟୂରଭଞ୍ଜ : ୩, ନବରଙ୍ଗପୁର : ୪, ନୟାଗଡ଼ : ୪, ପୁରୀ : ୦, ରାୟଗଡା :୪୭, ସମ୍ବଲପୁର :୧୦, ସୁନ୍ଦରଗଡ : ୨୨,
ନୂତନ ପୁନରୁଦ୍ଧାର: ୪୫୭, ସଂକଳିତ ପରୀକ୍ଷଣ: ୪୦୧୬୪୪, ସକରାତ୍ମକ: ୧୮୭୫୭, ପୁନରୁଦ୍ଧାର:୧୨୯୦୯, ସକ୍ରିୟ ମାମଲା: ୫୭୨୫


Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।