Covid-19 Update Odisha : ଆଜି କରୋନାରୁ ମୁକ୍ତ ହେଲେ ୬୦୭ ଜଣ ।
ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୧,୯୩୭ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।
ଏହା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ମାଧ୍ୟମରେ ଜଣେୟୀଛନ୍ତି ।
ଆଜି ଓଡ଼ିଶାରେ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ,
ଆଜି କରୋନାରୁ ମୁକ୍ତ ହେଲେ ୬୦୭ ଜଣ । ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୧୯୩୮ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।
ଏହା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ମାଧ୍ୟମରେ ଜଣେୟୀଛନ୍ତି ।
Covid-19 Update Odisha : ଜୁଲାଇ ୧୮, ୨୦୨୦
ସମୁଦାୟ ୨୧ ଟି ଜିଲ୍ଲାରୁ ୬୦୭ ଜଣ, ତଳେ ସମ୍ପୂର୍ଣ ଖବର ଦିଆଯାଇଛି
୨୭୯ ଜଣ ଗଂଜାମ ରୁ ସେହିପରି ୮୪ ଜଣ ଯାଜପୁର ରୁ, ୫୦ ଜଣ ଖୋର୍ଦ୍ଧା ରୁ ,
୪୨ ଜଣ କଟକ ରୁ , ୨୩ ଜଣ କେନ୍ଦୁଝର, ୨୧ ଜଣ ମାଲକାନଗିରି , ପୁରୀ ରୁ ୧୫ ଜଣ, ସନ୍ଦରଗଡ ରୁ ୧୫ ଜଣ, ୧୨ ଜଣ ମୟୁରଭଞ୍ଜ, ୧୧ ଜଣ ବରଗଡ଼ ରୁ, କୋରାପୁଟ ରୁ ୯ ଜଣ ,
୮ ଜଣ କନ୍ଧମାଳ, ୭ ଜଣ ଜଗତସିଂହପୁର, ୬ ଜଣ ଲେଖାଏଁ ଅନୁଗୁଳ, ବାଲେଶ୍ୱର ଏବଂ ନବରଙ୍ଗପୁର, ୫ ଜଣ ଭଦ୍ରକ, ୩ ଜଣ ଗଜପତି,
ସେହିପରି ୨ ଜଣ ଲେଖାଏଁ କେନ୍ଦ୍ରାପଡ଼ା ଓ ସମ୍ବଲପୁର, ୧ ଜଣ ଢେଙ୍କାନାଳ
ଆଜି ଓଡ଼ିଶାରେ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ,ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୧୯୩୭ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।
ଓଡିଶାରୁ ଆଜି ୫୯୧ କରୋନା ରୋଗୀ ଚିହ୍ନଟ, ଗଞ୍ଜାମ ପରେ ଏବେ କରୋନା ଖୋର୍ଧା କୁ ଆକ୍ରମଣ କରିଛି, ୧୬ ହଜାର ଟପିଲା,
ନୂତନ ପୁନରୁଦ୍ଧାର: ୪୫୩, ସଂକଳିତ ପରୀକ୍ଷଣ: ୩୭୭୮୯୩, ସକରାତ୍ମକ: ୧୬୭୦୧, ପୁନରୁଦ୍ଧାର:୧୧୩୩୦, ସକ୍ରିୟ ମାମଲା: ୫୨୫୯।


Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।