ରାଜ୍ୟ ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ରାଜ୍ୟ ରେ ଆଜି ସମୁଦାୟ ୩୯୯୬ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ରାଜ୍ୟ ରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ରାଜ୍ୟ ରେ ଆଜି ୩୯୯୬ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୩୯୯୬ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୩୯୫ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୬୩୭ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୦୬ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୯୯୧ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,

Covid-19 ର ରିପୋର୍ଟ – ୧୦ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୩୮, ବାଲେସୋର ୨୦୯ ଜଣ, ବରଗଡ ୯୭, ଭଦ୍ରକ ରେ ୧୧୨, ବଲାଙ୍ଗୀର ୧୨୪ ଜଣ, ବୌଧ : ୩୯, କଟକ : ୩୫୪, ଦେଓଗଡ : ୧୦,
ଢେଙ୍କାନାଳ : ୮୭, ଗଜପତି : ୨୫, ଗଞ୍ଜାମ ରେ ୮୯, ଜଗତସିଂପୁର ରେ ୧୨୨,
ଯାଜପୁର ରେ ୧୧୯, ସେହିଭଳି ଝାରସୁଗୁଡା ରେ ୭୯, କଳାହାଣ୍ଡି ରେ ୫୮ ଜଣ,
କନ୍ଧମାଳ ରେ ୪୭, କେନ୍ଦ୍ରାପଡା ରେ ୧୩୦, କେନ୍ଦୁଝର ରେ ୬୦, ଖୋର୍ଧା : ୬୦୬, କୋରାପୁଟ : ୯୩, ମାଲକାନଗିରି : ୪୭, ମୟୂରଭଞ୍ଜ : ୧୬୦,
ନବରଙ୍ଗପୁର ରେ ୧୫୧, ନୟାଗଡ ରେ ୭୭ ଜଣ, ନୂଆପଡା : ୧୦୩, ପୁରୀ : ୨୭୯, ରାୟଗଡା : ୧୦୫, ସମ୍ବଲପୁର : ୯୧, ସୋନେପୁର: ୯୧, ସୁନ୍ଦରଗଡ ରେ ୮୮,
ଓ ଷ୍ଟେଟ ପୂଲ ୨୦୬ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୩୯୯୬ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୨୭୦୬ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୩୨୩୬୪୧, ଏବଂ ସକରାତ୍ମକ: ୧୪୩୧୧୭,
ପୁନରୁଦ୍ଧାର: ୧୦୮୦୦୧ଏବଂ ସକ୍ରିୟ ମାମଲା ରେ ୩୪୪୫୮
ବୋଲି ଜଣା ପଡିଛି ।

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ୩ଟି ମନ୍ତ୍ର ପାଳନ କରିବା ନିହାତି ଆବଶ୍ୟକ:

ସାମାଜିକ ଓ ଶାରିରୀକ ଦୂରତା ରକ୍ଷା, ସଠିକ ସମୟରେ ମାସ୍କ ପରିଧାନ କରନ୍ତୁ, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ବାସ୍ଥ୍ୟ ସଚେତନତା ରକ୍ଷା କରନ୍ତୁ

ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post