କରୋନା ମହାମାରୀ ରୁ ସୁସ୍ତ ହେବାରେ ରେକର୍ଡ କଲା ଗୋଟିଏ ଦିନରେ। ପଢନ୍ତୁ ସମ୍ପୂର୍ଣ ଖବର ।

କରୋନା ମହାମାରୀ ରୁ ସୁସ୍ତ ହେବାରେ ରେକର୍ଡ କଲା ଗୋଟିଏ ଦିନରେ। ଆଜି ବହୁତ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ।

କରୋନା ମହାମାରୀ ରୁ ସୁସ୍ତ ହେବାରେ ରେକର୍ଡ କଲା ଗୋଟିଏ ଦିନରେ। ରାଜ୍ୟ ରେ ଆଜି ୩୬୪୫ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୩୬୪୫ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୧୫୧ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୪୯୪ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୫୧୭ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୬୪୫ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,

Covid-19 ର ରିପୋର୍ଟ – ୧୪ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୩୯, ବାଲେସୋର ୧୫୬ ଜଣ, ବରଗଡ ୧୪୩ , ଭଦ୍ରକ ରେ ୧୪୩, ବଲାଙ୍ଗୀର ୩୯ ଜଣ, ବୌଧ : ୩୦, କଟକ : ୩୫୭, ଦେଓଗଡ : ୧୫,
ଢେଙ୍କାନାଳ : ୬୮, ଗଜପତି : ୯, ଗଞ୍ଜାମ ରେ ୪୬, ଜଗତସିଂପୁର ରେ ୯୫,
ଯାଜପୁର ରେ ୧୧୬, ସେହିଭଳି ଝାରସୁଗୁଡା ରେ ୯୧, କଳାହାଣ୍ଡି ରେ ୭୯ ଜଣ,
କନ୍ଧମାଳ ରେ ୯୫, କେନ୍ଦ୍ରାପଡା ରେ ୭୫, କେନ୍ଦୁଝର ରେ ୫୬, ଖୋର୍ଧା : ୫୧୭, କୋରାପୁଟ : ୯୫, ମାଲକାନଗିରି : ୩୩, ମୟୂରଭଞ୍ଜ : ୧୩୭,
ନବରଙ୍ଗପୁର ରେ ୯୦, ନୟାଗଡ ରେ ୩୮ ଜଣ, ନୂଆପଡା : ୯୦, ପୁରୀ : ୨୪୬, ରାୟଗଡା : ୭୯, ସମ୍ବଲପୁର : ୧୨୭, ସୋନେପୁର: ୯୯, ସୁନ୍ଦରଗଡ ରେ ୮୪,
ଓ ଷ୍ଟେଟ ପୂଲ ୩୪୪ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୩୬୪୫ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୩୮୨ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୫୧୬୪୫୭, ଏବଂ ସକରାତ୍ମକ: ୧୫୮୬୫୦,
ପୁନରୁଦ୍ଧାର: ୧୨୨୦୧୪ଏବଂ ସକ୍ରିୟ ମାମଲା ରେ ୩୫୯୨୮
ବୋଲି ଜଣା ପଡିଛି ।

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ୩ ଟି ମନ୍ତ୍ର ପାଳନ କରିବା ନିହାତି ଆବଶ୍ୟକ:

ସାମାଜିକ ଓ ଶାରିରୀକ ଦୂରତା ରକ୍ଷା, ସଠିକ ସମୟରେ ମାସ୍କ ପରିଧାନ କରନ୍ତୁ, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ବାସ୍ଥ୍ୟ ସଚେତନତା ରକ୍ଷା କରନ୍ତୁ

ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post