କଟକ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୫୮୯ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
ଓଡ଼ିଶାରେ ଆଜି ୨୫୮୯ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ ଚିହ୍ନଟ,
ଆଜି ସବୁଠୁ ଅଧିକ ବାଲେଶ୍ୱର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୨୫୮୯ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୫୭୪ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୨୦୧୫ ଜଣ ଅଛନ୍ତି
କଟକ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ଓ ଗଂଜାମ ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ରାୟଗଡ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଗୋଟିଏ ଦିନରେ ଓଡ଼ିଶାରେ ସର୍ବାଧିକ ୨୨୪୪ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ ଚିହ୍ନଟ
ଆଜି ସବୁଠୁ ଅଧିକା ୪୪୬ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୨୪୨,
ସୁନ୍ଦରଗଡ଼ ରେ ମଧ୍ୟ ୧୫୫ ଜଣ ।
ଗୋଟିଏ ଦିନରେ ୨୨୪୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୧୮ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୨୦, ବାଲେସୋର ରେ ୧୫୦ ଜଣ, ବରଗଡ ରେ ୬୭, ଭଦ୍ରକ –୪୭, ବଲାଙ୍ଗୀର ରେ ୧ ଜଣ, ବୌଧ : ୧୬, କଟକ : ୨୨୨, ଦେଓଗଡ : ୦,
ଢେଙ୍କାନାଳ : ୨୫, ଗଜପତି : ୩୬, ଗଞ୍ଜାମ ରେ ୨୪୨, ଜଗତସିଂପୁର ରେ ୨୧,
ଯାଜପୁର ରେ ୯୫, ସେହିଭଳି ଝାରସୁଗୁଡା ରେ ୧୮, କଳାହାଣ୍ଡି ରେ ୪୨ ଜଣ,
କନ୍ଧମାଳ ରେ ୩୦, କେନ୍ଦ୍ରାପଡା ରେ ୧୦, କେନ୍ଦୁଝର ରେ ୫୩, ଖୋର୍ଧା : ୪୪୬, କୋରାପୁଟ : ୯୨, ମାଲକାନଗିରି : ୭୩, ମୟୂରଭଞ୍ଜ : ୧୧୭,
ନବରଙ୍ଗପୁର ରେ ୩୬, ନୟାଗଡ ରେ ୧୧ ଜଣ, ନୂଆପଡା : ୬, ପୁରୀ : ୨୩୫, ରାୟଗଡା : ୨୧୧, ସମ୍ବଲପୁର : ୬୬, ସୋନେପୁର: ୨୬, ସୁନ୍ଦରଗଡ ରେ ୧୫୫,
ସମୁଦାୟ ୨୫୮୯ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୫୩୫ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୦୬୨୪୬୯, ଏବଂ ସକରାତ୍ମକ: ୬୭୧୨୨,
ପୁନରୁଦ୍ଧାର: ୪୫୩୧୪ ଏବଂ ସକ୍ରିୟ ମାମଲା ରେ ୨୧୩୮୩ ବୋଲି ଜଣା ପଡିଛି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।