ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୪୩୪ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୮୮୯ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୫୪୫ ଜଣ ଅଛନ୍ତି
ଖୋର୍ଦ୍ଧା ରେ ସବୁଠୁ ଅଧିକ ୨୧୮ କରୋନା ରୋଗୀ ଗୋଟି ଦିନରେ ଚିହ୍ନଟ ।
କଟକରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା, ଏବେ ରାୟଗଡା ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, ଜଣାନ୍ତୁ ସମ୍ପୂର୍ଣ ଖବର ।
କରୋନା ଭାଙ୍ଗିଲା ରେକର୍ଡ, ଗଞ୍ଜାମ ପରେ ରାୟଗଡା ଜିଲ୍ଲାରେ ଆଜି ସବୁଠୁ ଅଧିକ ୧୯୭ ଏବଂ ଖୋର୍ଧା ରୁ ୨୧୮, ସୁନ୍ଦରଗଡ ରେ ୭୬ କରୋନା ରୋଗୀ ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
କଟକରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା, ଜଣାନ୍ତୁ ସମ୍ପୂର୍ଣ ଖବର ।
ରାୟଗଡ ରେ ଦିନକୁ ଦିନ କରୋନା ଦିନକ ପରେ ଦିନକୁ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା
କିନ୍ତୁ ସୂତ୍ର ରୁ ଜଣ ପଡିଛି ଯେ ୭୦ ପତିଶତ ରୋଗୀ ସୁସ୍ତ ହୋଇ ଘରକୁ ମଧ୍ୟ ଫେରୁଛନ୍ତି,
ଆଜି ସବୁଠୁ ଅଧିକା ୩୨୦ କରୋନା ସକରାତ୍ମକ ଗଞ୍ଜାମ ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲାରେ ୨୧୮,
ଗଜପତି ରେ ମଧ୍ୟ ୯୧ ଜଣ ।
ଗୋଟିଏ ଦିନରେ ୧୪୩୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଈଛି,
Covid-19 ର ରିପୋର୍ଟ – ୧ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୪୩୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ୯ ଜଣ, ବାଲେସୋର ରେ ୧୨ ଜଣ, ବରଗଡ ରେ ୫, ଭଦ୍ରକ ରେ ୨୫ , ବଲାଙ୍ଗୀର : ୦ , ବୌଧ : ୫, କଟକ : ୧୨୩, ଦେଓଗଡ : ୨ ,
ଢେଙ୍କାନାଳ : ୧୩, ଗଜପତି :୯୧, ସବୁ ଦିନ ପରି ଆଜି ମଧ୍ୟ ଗଞ୍ଜାମ ରେ ସବୁଠୁ ଅଧିକ ୩୨୦ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର : ୧୩,
ଯାଜପୁର : ୫୭, ଝାରସୁଗୁଡା : ୬, କଳାହାଣ୍ଡି : ୧୮,
କନ୍ଧମାଳ : ୪୪, କେନ୍ଦ୍ରାପଡା : ୨୨, କେନ୍ଦୁଝର : ୨, ଖୋର୍ଧା : ୨୧୮, କୋରାପୁଟ : ୧୨, ମାଲକାନଗିରି : ୨୪, ମୟୂରଭଞ୍ଜ : ୧,
ନବରଙ୍ଗପୁର ରେ ୨, ନୟାଗଡ ରେ ୮ ଜଣ, ନୂଆପଡା : ୭, ପୁରୀ : ୬୫, ରାୟଗଡା :୧୯୭, ସମ୍ବଲପୁର :୫୧, ସୋନେପୁର: ୬, ସୁନ୍ଦରଗଡ : ୭୬,
ସମୁଦାୟ ୧୪୩୪ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୭୫୬, ସେହିଭଳି ସଂକଳିତ ପରୀକ୍ଷଣ: ୫୪୩୩୧୬, ଏବଂ ସକରାତ୍ମକ: ୩୪୯୧୩,
ପୁନରୁଦ୍ଧାର: ୨୧୨୭୩ ଏବଂ ସକ୍ରିୟ ମାମଲା ରେ ୧୩୪୦୪ ବୋଲି ଜଣ ପଡିଛି ।
ଅଧିକ ପଢନ୍ତୁ :-
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ କାଲି ରାଉରକେଲାରେ ପ୍ଲାଜମା ବ୍ୟାଙ୍କର ଉଦ୍ଘାଟନ କରି ଶୁଭାରମ୍ଭ କରି ରାଜ୍ୟରେ ଜନଆନ୍ଦୋଳନର ରୂପ ନେଇଥିବା ପ୍ଲାଜମା ଦାନକୁ ଆହୁରି ଦୃଢ଼ କରାଇଛନ୍ତି।
ମାତ୍ର ୧୫ ଦିନରେ ୭୦ ଟି ୟୁନିଟ ପ୍ଲାଜମା ସଂଗ୍ରହ ହୋଇଥିବା ବେଳେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ସେ ଆହ୍ୱାନ କରିଛନ୍ତି ବୋଲି ଜଣ ପଡିଛି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।