covid odisha new 3

ଦିନକୁ ଦିନ ପୁନରୁଦ୍ଧାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଜାଣନ୍ତୁ ଆଜି କେତେ ଜଣ ସୁସ୍ତ ହୋଇ ଘରକୁ ଫେରିଲେ ?

ଦିନକୁ ଦିନ ପୁନରୁଦ୍ଧାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଖୁସିର ଖବର ଆଜି ୧୪୨୨ ଜଣ ସୁସ୍ତ ହୋଇ ଘରକୁ ଫେରିଲେ, ପଢନ୍ତୁ ସମ୍ପୂର୍ଣ ଖବର

ଆଜି ୧୪୨୧ ଜଣ ସୁସ୍ତ ହୋଇ ଘରକୁ ଫେରିଲେ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୭୯୦୦ କୁ ବୃଦ୍ଧି ପାଇଲା, ପଢନ୍ତୁ ସମ୍ପୂର୍ଣ ଖବର ।

Covid-19 Update Odisha : ଖୁସିର ଖବର ୧୪୨୧ ଜଣ ଆଜି କରୋନାରୁ ମୁକ୍ତ ହେଲେ ।
ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୩୭୯୦୦ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ।
ଏହା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି ।

ଦିନକୁ ଦିନ ପୁନରୁଦ୍ଧାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି,
Covid-19 Update Odisha : ଜୁଲାଇ ୨୬, ୨୦୨୦
ସମୁଦାୟ ୨୭ ଟି ଜିଲ୍ଲାରୁ ୧୪୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଲେ, ତଳେ ସମ୍ପୂର୍ଣ ଖବର ଜାଣନ୍ତୁ
ଗଂଜାମ ରୁ ୨୫୫, ୪୨- ରାୟଗଡା, ୧୨ – ବରଗଡ଼, ୨୨୮ – ଖୋର୍ଦ୍ଧା, ୭୧ – କଟକ, ୩୦ – କେନ୍ଦୁଝର, ୪୪ – ଭଦ୍ରକ,
୨୦ – ମୟୁରଭଞ୍ଜ, ୪ – ଯାଜପୁର, ୩୬ – କନ୍ଧମାଳ, ୧୩୯ – ଗଜପତି, ୯୫ – ସମ୍ବଲପୁର, ୧୮ – ଜଗତସିଂହପୁର, ୩୭ – ଢେ଼ଙ୍କାନାଳ, ୨୮ – ନୟାଗଡ, ୫୭ – ସୁନ୍ଦରଗଡ଼, ୨୧ – ଝାରସୁଗୁଡା, ୨୯ – କୋରାପୁଟ, ୧୩ ଜଣ ବାଲେଶ୍ୱର, ୭ ଜଣ କେନ୍ଦ୍ରାପଡା ଓ ମାଲକାନଗିରି ରୁ ୩୩ ଜଣ ସୁସ୍ତ ହୋୟୀ ଘରକୁ ଫେରିଲେ
୧୦୦ ଜଣ ବଲାଙ୍ଗୀର ରୁ, ୪୫ ଜଣ ପୁରୀ ରୁ, ୨୮ ଜଣ ବୌଧ ରୁ, ୧୯ ଜଣ ସୋନେପୁର, ୧୦ ଜଣ କଳାହାଣ୍ଡି, ୧ ଜଣ ନବରଙ୍ଗପୁର ରୁ ଜଣ ସୁସ୍ତ ହୋୟୀ ଘରକୁ ଫେରିଲେ

ଆଜି ଓଡ଼ିଶାରେ ୧୪୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ,ଏହାକୁ ମିଶାଇ ଆଜିପର୍ଯ୍ୟନ୍ତ ୩୭୯୦୦ ଜଣ କରୋନା ଆକ୍ରାନ୍ତ ରୁ ମୁକ୍ତ ହେଇଛନ୍ତି ।

ମାସ୍କ ପିନ୍ଧିବା ବେଳେ ଟିକିଏ ଧ୍ୟାନ ଦିଅନ୍ତୁ, ପାଟି ଓ ନାକ ଯେପରି ଘୋଡେଇ ହୋଇ ରହୁଥିବ,ପାଟି, ନାକ ଓ ଗାଲରେ ହାତ ଲଗାନ୍ତୁ ନାହିଁ।
ସଚେତନତା ସହିତ ରୁହନ୍ତୁ, କରୋନା ସଂକ୍ରମଣରୁ ସୁରକ୍ଷିତ ରୁହନ୍ତୁ।

ଜଣାନ୍ତୁ ଅଧୀକ ଖବର

COVID19 ମହାମାରୀର ପ୍ରସାରକୁ ଧାରଣ କରିବା ପାଇଁ, ରାଜ୍ୟ ସରକାର ଆଜି ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ପରିଚାଳନା ପାଇଁ ମୃତ ବ୍ୟକ୍ତିଙ୍କ ପାଇଁ, ୭୫୦୦ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଜଣାପଡିଛି ।
covid odisha new 3
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ, କରୋନାଠୁ ଦୂରରେ ରୁହନ୍ତୁ। ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା,

fallow-Expreass-Odia-News-1
Recent Post