Covid-18Sep2020

ଦିନକୁ ଦିନ ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା। ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଦିନକୁ ଦିନ ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା। ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଠିକ ହୋଇ ଘରକୁ ଫେରିଲେ। ପଢନ୍ତୁ ସମ୍ପୂର୍ଣ ଖବର ।

ଦିନକୁ ଦିନ ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା। ରାଜ୍ୟ ରେ ଆଜି ୪୧୮୦ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୪୧୮୦ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୪୬୬ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୭୧୪ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୮୮ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୪୧୮୦ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,

Covid-19 ର ରିପୋର୍ଟ – ୧୭ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୫୫, ବାଲେସୋର ୧୩୩ ଜଣ, ବରଗଡ ୧୦୦, ଭଦ୍ରକ ରେ ୮୧, ବଲାଙ୍ଗୀର ୭୩ ଜଣ, ବୌଧ : ୫୬, କଟକ : ୪୯୨, ଦେଓଗଡ : ୧୦,
ଢେଙ୍କାନାଳ : ୬୭, ଗଜପତି : ୨୫, ଗଞ୍ଜାମ ରେ ୫୮, ଜଗତସିଂପୁର ରେ ୧୨୩,
ଯାଜପୁର ରେ ୧୮୪, ସେହିଭଳି ଝାରସୁଗୁଡା ରେ ୮୩, କଳାହାଣ୍ଡି ରେ ୬୭ ଜଣ,
କନ୍ଧମାଳ ରେ ୭୭, କେନ୍ଦ୍ରାପଡା ରେ ୧୨୧, କେନ୍ଦୁଝର ରେ ୭୩, ଖୋର୍ଧା : ୬୮୮, କୋରାପୁଟ : ୯୯, ମାଲକାନଗିରି : ୫୩, ମୟୂରଭଞ୍ଜ : ୧୬୩,
ନବରଙ୍ଗପୁର ରେ ୭୩, ନୟାଗଡ ରେ ୫୪ ଜଣ, ନୂଆପଡା : ୫୪, ପୁରୀ : ୧୬୬, ରାୟଗଡା : ୧୬୦, ସମ୍ବଲପୁର : ୧୨୭, ସୋନେପୁର: ୬୨, ସୁନ୍ଦରଗଡ ରେ ୧୬୬,
ଓ ଷ୍ଟେଟ ପୂଲ ୩୩୭ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୪୨୪୧ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୬୦୭ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୬୬୭୭୪୭ , ଏବଂ ସକରାତ୍ମକ: ୧୭୨୩୪୧,
ସମୁଦାୟ ପୁନରୁଦ୍ଧାର: ୧୩୩୪୬୬ ଏବଂ ସକ୍ରିୟ ମାମଲା ରେ ୩୭୧୪୦
ବୋଲି ଜଣା ପଡିଛି ।

Covid-18Sep2020
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post