dhenkanal

ଢେଙ୍କାନାଳ ରେ ୧୦୦ ଟପିଲା ଗୋଟିଏ ଦିନରେ କରୋନା, ଗୋଟିଏ ଦିନରେ ୧୫୨୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ।

ଢେଙ୍କାନାଳ ରେ ୧୦୦ ଟପିଲା ଗୋଟିଏ ଦିନରେ କରୋନା, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୫୨୮ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୯୪୮ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୫୮୦ ଜଣ ଅଛନ୍ତି

ଢେଙ୍କାନାଳ ରେ ୧୦୦ ଟପିଲା ଗୋଟିଏ ଦିନରେ କରୋନା, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
ରାୟଗଡ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ

ଆଜି ସବୁଠୁ ଅଧିକା ୨୧୮ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୨୩୩,
ଢେଙ୍କାନାଳ ରେ ମଧ୍ୟ ୧୦୭ ଜଣ ।

ଗୋଟିଏ ଦିନରେ ୧୫୨୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୯ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୫୨୮ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି ।ରାୟଗଡ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୮ ଜଣ, ବାଲେସୋର ରେ ୪୩ ଜଣ, ବରଗଡ ରେ ୧୦, ଭଦ୍ରକ ରେ ୭୦, ବଲାଙ୍ଗୀର ରେ ୫୯ ଜଣ, ବୌଧ : ୭, କଟକ : ୭୨, ଦେଓଗଡ : ୦,
ଢେଙ୍କାନାଳ : ୧୦୭, ଗଜପତି :୩୧, ଗଞ୍ଜାମ ରେ ସବୁଠୁ ଅଧିକ ୨୩୩ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର ରେ ୨୨,
ଯାଜପୁର ରେ ୩୩, ସେହିଭଳି ଝାରସୁଗୁଡା ରେ ୯, କଳାହାଣ୍ଡି ରେ ୩୧ ଜଣ,
କନ୍ଧମାଳ ରେ ୧୭, କେନ୍ଦ୍ରାପଡା ରେ ୧୭, କେନ୍ଦୁଝର ରେ ୫, ଖୋର୍ଧା : ୨୧୮, କୋରାପୁଟ : ୬୭, ମାଲକାନଗିରି : ୩୮, ମୟୂରଭଞ୍ଜ : ୨୨,
ନବରଙ୍ଗପୁର ରେ ୨୩, ନୟାଗଡ ରେ ୩୨ ଜଣ, ନୂଆପଡା : ୨, ପୁରୀ : ୨୬, ରାୟଗଡା : ୨୭, ସମ୍ବଲପୁର : ୧୬୮, ସୋନେପୁର: ୫, ସୁନ୍ଦରଗଡ : ୧୨୬,
ସମୁଦାୟ ୧୫୨୮ ଜଣ କରୋନା ରୋଗୀ ଚିହ୍ନଟ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୫୪୩ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୬୬୯୨୬୬, ଏବଂ ସକରାତ୍ମକ: ୪୭୪୫୫,
ପୁନରୁଦ୍ଧାର: ୩୧୭୮୪ ଏବଂ ସକ୍ରିୟ ମାମଲା ରେ ୧୫୩୩୪ ବୋଲି ଜଣା ପଡିଛି ।

ମୁଖ୍ୟ ଖବର –

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ତଥା ସ୍ଵଭାବକବି ଶ୍ରୀ ଗଙ୍ଗାଧର ମେହେରଙ୍କ ଜୟନ୍ତୀରେ ମୁଖ୍ୟ ମନ୍ତୀ ଶ୍ରୀ ନବୀନ ପଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନିଜେ ଟୁଇଟ କରି । ସମାଜ ସଂସ୍କାର ସହ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କାଳଜୟୀ ରଚନାଗୁଡ଼ିକ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି କହିଛନ୍ତି ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ବିଧାୟିକା ସରଳା ଦେବୀଙ୍କ ଜୟନ୍ତୀରେ ମୁଖ୍ୟ ମନ୍ତୀ ଶ୍ରୀ ନବୀନ ପଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନିଜେ ଟୁଇଟ କରି । ରାଜ୍ୟରେ ନାରୀ ଶିକ୍ଷା, ଗ୍ରାମୀଣ ମହିଳାଙ୍କ ଉନ୍ନତି ସହ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି।

dhenkanal
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post