ଗୋଟିଏ ଦିନରେ ରାଜ୍ୟରେ ଚାରିହଜାରୁ ରୁ ଅଧିକ କରୋନା ରୋଗୀ ଚିହ୍ନଟ।ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଠିକ ହୋଇ ଘରକୁ ଫେରିଲେ। ପଢନ୍ତୁ ସମ୍ପୂର୍ଣ ଖବର ।

ଗୋଟିଏ ଦିନରେ ରାଜ୍ୟରେ ଚାରିହଜାରୁ ରୁ ଅଧିକ କରୋନା ରୋଗୀ ଚିହ୍ନଟ।ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଠିକ ହୋଇ ଘରକୁ ଫେରିଲେ। ପଢନ୍ତୁ ସମ୍ପୂର୍ଣ ଖବର ।

ରାଜ୍ୟରେ ଆଜି ସବୁଦିନଠୁ ଅଧିକ କରୋନା ରୋଗୀ ଚିହ୍ନଟ। ରାଜ୍ୟ ରେ ଆଜି ୪୨୪୧ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୪୨୪୧ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୫୦୨ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୭୩୯ ଜଣ ଅଛନ୍ତି

ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୪୭ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୪୨୪୧ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,

Covid-19 ର ରିପୋର୍ଟ – ୧୬ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୮୪, ବାଲେସୋର ୧୪୧ ଜଣ, ବରଗଡ ୧୪୯, ଭଦ୍ରକ ରେ ୭୨, ବଲାଙ୍ଗୀର ୪୪ ଜଣ, ବୌଧ : ୯୪, କଟକ : ୩୮୯, ଦେଓଗଡ : ୬,
ଢେଙ୍କାନାଳ : ୮୬, ଗଜପତି : ୨୩, ଗଞ୍ଜାମ ରେ ୭୫, ଜଗତସିଂପୁର ରେ ୧୨୬,
ଯାଜପୁର ରେ ୧୫୦, ସେହିଭଳି ଝାରସୁଗୁଡା ରେ ୧୧୧, କଳାହାଣ୍ଡି ରେ ୧୧୪ ଜଣ,
କନ୍ଧମାଳ ରେ ୧୧୬, କେନ୍ଦ୍ରାପଡା ରେ ୧୦୩, କେନ୍ଦୁଝର ରେ ୭୭, ଖୋର୍ଧା : ୬୪୭, କୋରାପୁଟ : ୯୮, ମାଲକାନଗିରି : ୨୮, ମୟୂରଭଞ୍ଜ : ୧୪୭,
ନବରଙ୍ଗପୁର ରେ ୧୦୭, ନୟାଗଡ ରେ ୯୪ ଜଣ, ନୂଆପଡା : ୯୯, ପୁରୀ : ୨୯୧, ରାୟଗଡା : ୬୬, ସମ୍ବଲପୁର : ୯୧, ସୋନେପୁର: ୧୨୯, ସୁନ୍ଦରଗଡ ରେ ୧୫୪,
ଓ ଷ୍ଟେଟ ପୂଲ ୩୩୦ ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୪୨୪୧ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୪୧୨୧ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୬୧୯୬୦୧, ଏବଂ ସକରାତ୍ମକ: ୧୬୭୧୬୧,
ସମୁଦାୟ ପୁନରୁଦ୍ଧାର: ୧୨୯୮୫୯ ଏବଂ ସକ୍ରିୟ ମାମଲା ରେ ୩୬୫୮୦
ବୋଲି ଜଣା ପଡିଛି ।

ପବିତ୍ର ମହାଳୟା ଅବସରରେ ଓଡିଶା ବାସୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ। ମା’ ମହାମାୟା ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧିର ଆଶୀର୍ବାଦ କରନ୍ତୁ, ଏହା ଆମର ପ୍ରାଥନା ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post