ରାଜ୍ୟ ରେ ଆଜି ୩୨୬୭ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୩୨୬୭ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୯୬୧ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୩୦୬ ଜଣ ଅଛନ୍ତି
ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୮୫୯ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୨୬୭ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୦୩ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୬୦, ବାଲେସୋର ୯ଜଣ, ବରଗଡ ୧୨୦, ଭଦ୍ରକ ରେ ୧୩୮, ବଲାଙ୍ଗୀର ୪୩ଜଣ, ବୌଧ : ୪୪, କଟକ :୩୮୪, ଦେଓଗଡ : ୨୩,
ଢେଙ୍କାନାଳ : ୧୮, ଗଜପତି : ୧୮, ଗଞ୍ଜାମ ରେ ୯୭, ଜଗତସିଂପୁର ରେ ୬୬,
ଯାଜପୁର ରେ ୨୩, ସେହିଭଳି ଝାରସୁଗୁଡା ରେ ୩୭, କଳାହାଣ୍ଡି ରେ ୩୭ ଜଣ,
କନ୍ଧମାଳ ରେ ୨୭, କେନ୍ଦ୍ରାପଡା ରେ ୫୧, କେନ୍ଦୁଝର ରେ ୧୦୭, ଖୋର୍ଧା : ୮୫୯, କୋରାପୁଟ : ୮୩, ମାଲକାନଗିରି : ୧୭, ମୟୂରଭଞ୍ଜ : ୧୩୪,
ନବରଙ୍ଗପୁର ରେ ୮୫, ନୟାଗଡ ରେ ୭୦ଜଣ, ନୂଆପଡା : ୪୦, ପୁରୀ : ୨୩୫, ରାୟଗଡା : ୧୬୯, ସମ୍ବଲପୁର : ୮୦, ସୋନେପୁର: ୬୬, ସୁନ୍ଦରଗଡ ରେ ୧୨୭,
ସମୁଦାୟ ୩୨୬୭ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୨୭୮ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୯୯୭୩୪୫, ଏବଂ ସକରାତ୍ମକ: ୧୧୬୬୭୮,
ପୁନରୁଦ୍ଧାର: ୮୭୩୫୧ଏବଂ ସକ୍ରିୟ ମାମଲା ରେ ୨୮୭୪୩ବୋଲି ଜଣା ପଡିଛି ।
ମୁଖ୍ୟ ଖବର
ଓଡ଼ିଶାରେ ବନ୍ଯା ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ, ନଈ, ନାଳ, ପୋଖରୀ, ଚୁଆ ର ଖରାପ ଜଳ ପିଅନ୍ତୁ ନାହିଁ, ସର୍ବଦା ପାଣି କୁ ଗରମ କରି ପାନ କରନ୍ତୁ। ଅଧିକ ଖବର ପାଇଁ ନିକଟ ରେ ଥିବା ଆଶା କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରନ୍ତୁ ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।