କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଠିକ ହୋଇ ଘରକୁ ଫେରିଲେ। ପଢନ୍ତୁ ସମ୍ପୂର୍ଣ ଖବର ।
ଦିନକୁ ଦିନ ଓଡିଶା ରେ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା। ରାଜ୍ୟ ରେ ଆଜି ୪୨୦୯ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୪୨୦୯ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୪୪୧ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୭୬୮ ଜଣ ଅଛନ୍ତି
ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୬୩ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୪୨୦୯ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି, କରୋନା ରେ ସୁସ୍ତ ହାର ଦିନକୁ ଦିନ ବଢି ଚାଲିଛି
Covid-19 ର ରିପୋର୍ଟ – ୧୮ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୦୯, ବାଲେସୋର ୧୩୩ ଜଣ, ବରଗଡ ୧୮୩, ଭଦ୍ରକ ରେ ୧୧୬, ବଲାଙ୍ଗୀର ୭୮ ଜଣ, ବୌଧ : ୫୫, କଟକ : ୪୯୧, ଦେଓଗଡ : ୨୩,
ଢେଙ୍କାନାଳ : ୪୩, ଗଜପତି : ୪୩, ଗଞ୍ଜାମ ରେ ୬୫, ଜଗତସିଂପୁର ରେ ୧୪୬,
ଯାଜପୁର ରେ ୧୭୬, ସେହିଭଳି ଝାରସୁଗୁଡା ରେ ୮୦, କଳାହାଣ୍ଡି ରେ ୯୦ ଜଣ,
କନ୍ଧମାଳ ରେ ୧୦୨, କେନ୍ଦ୍ରାପଡା ରେ ୧୨୩, କେନ୍ଦୁଝର ରେ ୭୨, ଖୋର୍ଧା : ୬୬୩, କୋରାପୁଟ : ୧୧୪, ମାଲକାନଗିରି : ୬୩, ମୟୂରଭଞ୍ଜ : ୧୦୭,
ନବରଙ୍ଗପୁର ରେ ୧୦୨, ନୟାଗଡ ରେ ୪୭ ଜଣ, ନୂଆପଡା : ୫୨, ପୁରୀ : ୩୨୬, ରାୟଗଡା : ୯୨, ସମ୍ବଲପୁର : ୧୫୪, ସୋନେପୁର: ୮୩, ସୁନ୍ଦରଗଡ ରେ ୧୨୧,
ଓ ଷ୍ଟେଟ ପୂଲ ୨୧୦ ଜଣ କରୋନା ରୋଗୀ ଚିହ୍ନଟ ।
ସମୁଦାୟ ୪୨୦୯ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୪୧୦୧ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୭୨୫୮୨୨, ଏବଂ ସକରାତ୍ମକ: ୧୭୫୫୫୦,
ସମୁଦାୟ ପୁନରୁଦ୍ଧାର: ୧୩୭୫୬୭ ଏବଂ ସକ୍ରିୟ ମାମଲା ରେ ୩୭୨୩୯
ବୋଲି ଜଣା ପଡିଛି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।