ଝାରସୁଗୁଡା ରେ ଆଜି ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ରାଜ୍ୟ ରେ ଆଜି ୩୪୯୦ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୩୪୯୦ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୦୯୪ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୩୯୬ ଜଣ ଅଛନ୍ତି
ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୫୩୫ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୪୯୦ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୦୭ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୩୮, ବାଲେସୋର ୯୨ ଜଣ, ବରଗଡ ୮୧, ଭଦ୍ରକ ରେ ୮୯, ବଲାଙ୍ଗୀର ୧୧୦ଜଣ, ବୌଧ : ୨୫, କଟକ : ୩୭୬, ଦେଓଗଡ : ୨୭,
ଢେଙ୍କାନାଳ : ୮୧, ଗଜପତି : ୫୩, ଗଞ୍ଜାମ ରେ ୬୯, ଜଗତସିଂପୁର ରେ ୯୧,
ଯାଜପୁର ରେ ୧୭୮, ସେହିଭଳି ଝାରସୁଗୁଡା ରେ ୧୦୩, କଳାହାଣ୍ଡି ରେ ୩୯ ଜଣ,
କନ୍ଧମାଳ ରେ ୮୪, କେନ୍ଦ୍ରାପଡା ରେ ୮୫, କେନ୍ଦୁଝର ରେ ୫୫, ଖୋର୍ଧା : ୫୩୫, କୋରାପୁଟ : ୯୩, ମାଲକାନଗିରି : ୨୨, ମୟୂରଭଞ୍ଜ : ୨୦୭,
ନବରଙ୍ଗପୁର ରେ ୪୦, ନୟାଗଡ ରେ ୩୪ ଜଣ, ନୂଆପଡା : ୧୦୨, ପୁରୀ : ୨୧୭, ରାୟଗଡା : ୨୦୬, ସମ୍ବଲପୁର : ୮୫, ସୋନେପୁର: ୧୦୭, ସୁନ୍ଦରଗଡ ରେ ୬୪,
ଓ ଷ୍ଟେଟ ପୂଲ ୱେବ ୧୦୨ ଜଣ କରୋନା ରୋଗୀ ଚିହ୍ନଟ ।
ସମୁଦାୟ ୩୪୯୦ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୦୩୪ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୧୮୪୮୪୧, ଏବଂ ସକରାତ୍ମକ: ୧୩୨୩୮୨,
ପୁନରୁଦ୍ଧାର: ୯୯୩୯୮ ଏବଂ ସକ୍ରିୟ ମାମଲା ରେ ୩୨୩୬୨ ବୋଲି ଜଣା ପଡିଛି ।
କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ୩ଟି ମନ୍ତ୍ର ପାଳନ କରିବା:
ସାମାଜିକ ଓ ଶାରିରୀକ ଦୂରତା ରକ୍ଷା, ସଠିକ ସମୟରେ ମାସ୍କ ପରିଧାନ କରନ୍ତୁ, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ବାସ୍ଥ୍ୟ ସଚେତନତା ରକ୍ଷା କରନ୍ତୁ
ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।