covid-coronavirus-27 Aug

କେନ୍ଦ୍ରାପଡା ରେ ଆଜି ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ରାଜ୍ୟ ରେ ଆଜି ସମୁଦାୟ ୩୭୪୮ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

କେନ୍ଦ୍ରାପଡା ରେ ଆଜି ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,

ରାଜ୍ୟ ରେ ଆଜି ୩୭୪୮ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୩୭୪୮ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୦୯୪ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୩୯୬ ଜଣ ଅଛନ୍ତି

ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୫୩୫ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୭୪୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,

Covid-19 ର ରିପୋର୍ଟ – ୦8 ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୫୭, ବାଲେସୋର ୧୦୩ ଜଣ, ବରଗଡ ୯୨, ଭଦ୍ରକ ରେ ୪୬, ବଲାଙ୍ଗୀର ୧୬୩ ଜଣ, ବୌଧ : ୫୮, କଟକ : ୩୯୨, ଦେଓଗଡ : ୨୪,
ଢେଙ୍କାନାଳ : ୬୫, ଗଜପତି : ୩୩, ଗଞ୍ଜାମ ରେ ୭୧, ଜଗତସିଂପୁର ରେ ୯୪,
ଯାଜପୁର ରେ ୧୪୦, ସେହିଭଳି ଝାରସୁଗୁଡା ରେ ୭୦, କଳାହାଣ୍ଡି ରେ ୩୮ ଜଣ,
କନ୍ଧମାଳ ରେ ୮୫, କେନ୍ଦ୍ରାପଡା ରେ ୧୧୬, କେନ୍ଦୁଝର ରେ ୬୩, ଖୋର୍ଧା : ୬୧୫, କୋରାପୁଟ : ୯୭, ମାଲକାନଗିରି : ୨୧, ମୟୂରଭଞ୍ଜ : ୩,
ନବରଙ୍ଗପୁର ରେ ୧୨୧, ନୟାଗଡ ରେ ୬୯ଜଣ, ନୂଆପଡା : ୧୦୭, ପୁରୀ : ୩୮୭, ରାୟଗଡା : ୮୨, ସମ୍ବଲପୁର : ୭୯, ସୋନେପୁର: ୧୨୪, ସୁନ୍ଦରଗଡ ରେ ୧୫୭,
ଓ ଷ୍ଟେଟ ପୂଲ ୧୭୬ଜଣ କରୋନା ରୋଗୀ ଚିହ୍ନଟ ।

ସମୁଦାୟ ୩୭୪୮ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୭୮୭ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୨୨୬୪୩୬, ଏବଂ ସକରାତ୍ମକ: ୧୩୫୧୩୦,
ପୁନରୁଦ୍ଧାର: ୧୦୨୧୮୫ ଏବଂ ସକ୍ରିୟ ମାମଲା ରେ ୩୨୩୨୨ବୋଲି ଜଣା ପଡିଛି ।

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ୩ଟି ମନ୍ତ୍ର ପାଳନ କରିବା ନିହାତି ଆବଶ୍ୟକ:

ସାମାଜିକ ଓ ଶାରିରୀକ ଦୂରତା ରକ୍ଷା, ସଠିକ ସମୟରେ ମାସ୍କ ପରିଧାନ କରନ୍ତୁ, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ବାସ୍ଥ୍ୟ ସଚେତନତା ରକ୍ଷା କରନ୍ତୁ

ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

covid-coronavirus-27 Aug
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post