covid-coronavirus-27 Aug

କେନ୍ଦ୍ରାପଡା ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୬୦୨ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

କେନ୍ଦ୍ରାପଡା ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୬୦୨ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଆଜି ସମୁଦାୟ ୨୬୦୨ ଚିହ୍ନଟ କରୋନା ରୋଗୀ ଚିହ୍ନଟ

ଓଡ଼ିଶାରେ ଆଜି ୨୬୦୨ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ,
ଆଜି ସବୁଠୁ ଅଧିକ ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୨୬୦୨ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୫୬୧ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୦୪୨ ଜଣ ଅଛନ୍ତି

ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୨୬ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ଓଡ଼ିଶାରେ ସର୍ବାଧିକ ୨୬୦୨ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ

ଗୋଟିଏ ଦିନରେ ୨୬୦୨ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୩୦ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୪, ବାଲେସୋର ୧୦୩ ଜଣ, ବରଗଡ ୮୨, ଭଦ୍ରକ ରେ ୪୭, ବଲାଙ୍ଗୀର ୪୨ ଜଣ, ବୌଧ : ୯, କଟକ : ୨୩୬, ଦେଓଗଡ : ୩,
ଢେଙ୍କାନାଳ : ୬୭, ଗଜପତି : ୭ ଗଞ୍ଜାମ ରେ ୧୯୦, ଜଗତସିଂପୁର ରେ ୮୨,
ଯାଜପୁର ରେ ୧୦୩, ସେହିଭଳି ଝାରସୁଗୁଡା ରେ ୮୫, କଳାହାଣ୍ଡି ରେ ୬୩ ଜଣ,
କନ୍ଧମାଳ ରେ ୧୭, କେନ୍ଦ୍ରାପଡା ରେ ୧୨୮, କେନ୍ଦୁଝର ରେ ୮୬, ଖୋର୍ଧା : ୬୨୬, କୋରାପୁଟ : ୧୨୭, ମାଲକାନଗିରି : ୮୦, ମୟୂରଭଞ୍ଜ : ୭୨,
ନବରଙ୍ଗପୁର ରେ ୧୮, ନୟାଗଡ ରେ ୯୧ ଜଣ, ନୂଆପଡା : ୧୬, ପୁରୀ : ୪୬, ରାୟଗଡା : ୫୪, ସମ୍ବଲପୁର : ୭୮, ସୋନେପୁର: ୨୧, ସୁନ୍ଦରଗଡ ରେ ୧୯,

ସମୁଦାୟ ୨୫୧୯ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୭୮୯୪୩୩ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୦୩୫୩୬, ଏବଂ ସକରାତ୍ମକ: ୧୦୩୫୩୬,
ପୁନରୁଦ୍ଧାର: ୭୩୨୩୩ ଏବଂ ସକ୍ରିୟ ମାମଲା ରେ ୨୯୭୫୮ ବୋଲି ଜଣା ପଡିଛି ।

covid-coronavirus-27 Aug
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post