ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୭୬୨ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୨୫୨ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୭୬୨ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୨୫୨ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଓଡ଼ିଶାରେ ଆଜି ୩୨୫୨ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ,
ଆଜି ସବୁଠୁ ଅଧିକ ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୩୨୫୨ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୯୮୭ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୨୬୫ ଜଣ ଅଛନ୍ତି

ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୭୬୨ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ଓଡ଼ିଶାରେ ସର୍ବାଧିକ ୩୨୫୨ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ

ଗୋଟିଏ ଦିନରେ ୩୨୫୨ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୨୮ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୧, ବାଲେସୋର ରେ ୭୮ ଜଣ, ବରଗଡ ରେ ୧୪୬, ଭଦ୍ରକ – ୭୬, ବଲାଙ୍ଗୀର ରେ ୬୪ ଜଣ, ବୌଧ : ୩୮, କଟକ : ୩୨୩, ଦେଓଗଡ : ୭,
ଢେଙ୍କାନାଳ : ୯୪, ଗଜପତି : ୨୦, ଗଞ୍ଜାମ ରେ ୧୬୯, ଜଗତସିଂପୁର ରେ ୩୬,
ଯାଜପୁର ରେ ୮୩, ସେହିଭଳି ଝାରସୁଗୁଡା ରେ ୫୫, କଳାହାଣ୍ଡି ରେ ୨ ଜଣ,
କନ୍ଧମାଳ ରେ ୨୬, କେନ୍ଦ୍ରାପଡା ରେ ୭୭, କେନ୍ଦୁଝର ରେ ୫୦, ଖୋର୍ଧା : ୭୬୨, କୋରାପୁଟ : ୨୫, ମାଲକାନଗିରି : ୨୧, ମୟୂରଭଞ୍ଜ : ୧୨୩,
ନବରଙ୍ଗପୁର ରେ ୪୧, ନୟାଗଡ ରେ ୧୨୦ ଜଣ, ନୂଆପଡା : ୨୫, ପୁରୀ : ୧୩୫, ରାୟଗଡା : ୪୫୦, ସମ୍ବଲପୁର : ୬୩, ସୋନେପୁର: ୩୮, ସୁନ୍ଦରଗଡ ରେ ୯୪,

ସମୁଦାୟ ୩୨୫୨ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୨୫୦୩ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୬୭୦୯୧୦, ଏବଂ ସକରାତ୍ମକ: ୯୭୯୨୦,
ପୁନରୁଦ୍ଧାର: ୬୭୮୨୬ ଏବଂ ସକ୍ରିୟ ମାମଲା ରେ ୨୯୫୭୧ ବୋଲି ଜଣା ପଡିଛି ।

Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post