ଗଂଜାମ ପରେ ଟକର ଦେଲା ଖୋର୍ଦ୍ଧା କୁ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୧୮୩୩ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୧୧୮ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୭୨୫ ଜଣ ଅଛନ୍ତି
ଗଂଜାମ ପରେ ଟକର ଦେଲା ଖୋର୍ଦ୍ଧା କୁ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
ଖୋର୍ଦ୍ଧା ରେ ଅଧିକ ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ଆଜି ସବୁଠୁ ଅଧିକା ୨୯୮ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୨୭୯,
କଟକ ରେ ମଧ୍ୟ ୧୨୪ ଜଣ ।
ଗୋଟିଏ ଦିନରେ ୧୮୩୩ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୬ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୮୩୩ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ କଟକ ଆଡକୁ ମୁହଁ କରିଛି କରୋନା
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ୯, ବାଲେସୋର ରେ ୬୯, ବରଗଡ ରେ ୮, ଭଦ୍ରକ – ୫୦ , ବଲାଙ୍ଗୀର ରେ ୩୭ ଜଣ, ବୌଧ : ୩୪, କଟକ : ୧୨୪, ଦେଓଗଡ : ୦ ,
ଢେଙ୍କାନାଳ : ୪୩, ଗଜପତି :୩୫, ଗଞ୍ଜାମ ରେ ସବୁଠୁ ଅଧିକ ୨୭୯ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର ରେ ୧୬,
ଯାଜପୁର ରେ ୬୦, ସେହିଭଳି ଝାରସୁଗୁଡା ରେ ୩୦, କଳାହାଣ୍ଡି ରେ ୮୪,
କନ୍ଧମାଳ : ୧୬, କେନ୍ଦ୍ରାପଡା : ୩୪, କେନ୍ଦୁଝର :୧୬, ଖୋର୍ଧା : ୨୯୮, କୋରାପୁଟ : ୪୭, ମାଲକାନଗିରି : ୩୬, ମୟୂରଭଞ୍ଜ : ୩୪,
ନବରଙ୍ଗପୁର ରେ ୧୧, ନୟାଗଡ ରେ ୬୧ ଜଣ, ନୂଆପଡା : ୧, ପୁରୀ : ୬୭, ରାୟଗଡା :୧୫୨, ସମ୍ବଲପୁର :୩୯, ସୋନେପୁର: ୩୩, ସୁନ୍ଦରଗଡ : ୧୧୦,
ସମୁଦାୟ ୧୮୩୩ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୧୫୦, ସେହିଭଳି ସଂକଳିତ ପରୀକ୍ଷଣ: ୬୧୬୬୪୬, ଏବଂ ସକରାତ୍ମକ: ୪୨୫୫୦,
ପୁନରୁଦ୍ଧାର: ୨୬୮୮୭ ଏବଂ ସକ୍ରିୟ ମାମଲା ରେ ୧୫୩୭୦ ବୋଲି ଜଣା ପଡିଛି ।
ମୁଖ୍ୟ ଖବର ଜାଣନ୍ତୁ –
ଗତକାଲି ୧୧୫୦ ଜଣ କରୋନା ରୋଗୀ ସୁସ୍ତ ହୋଇ ଘରକୁ ଫେରିଥିଲେ ସେହି ପରି ସମୁଦାୟ ୨୬୮୮୭ ଜଣ ରୋଗୀ ସୁସ୍ତ ହୋଇସାରିଛନ୍ତି ।
କରୋନା ମହାମାରୀ ବିରୁଦ୍ଧରେ ଲଢେଇ କୁ ଆହୁରି ଦୃଢ କରିବା ପାଇଁ ପୁରୀର ଏକ ଉତ୍ସର୍ଗୀକୃତ କେଭିଡ୍ ସ୍ୱାସ୍ଥ୍ୟସେବା କେନ୍ଦ୍ର (DCHC) ରେ ଘରୋଇ ଦଳ ତଥା ଏସସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲର ବିଶେଷଜ୍ଞଙ୍କ ସହଯୋଗରେ ଏକ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) କାର୍ଯ୍ୟ ଆରମ୍ଭ କରାଜାଇଛି ।
ମୁଖ୍ୟ ଖବର ଜାଣନ୍ତୁ –
ଗତକାଲି ୧୧୫୦ ଜଣ କରୋନା ରୋଗୀ ସୁସ୍ତ ହୋଇ ଘରକୁ ଫେରିଥିଲେ ସେହି ପରି ସମୁଦାୟ ୨୬୮୮୭ ଜଣ ରୋଗୀ ସୁସ୍ତ ହୋଇସାରିଛନ୍ତି ।
କରୋନା ମହାମାରୀ ବିରୁଦ୍ଧରେ ଲଢେଇ କୁ ଆହୁରି ଦୃଢ କରିବା ପାଇଁ ପୁରୀର ଏକ ଉତ୍ସର୍ଗୀକୃତ କେଭିଡ୍ ସ୍ୱାସ୍ଥ୍ୟସେବା କେନ୍ଦ୍ର (DCHC) ରେ ଘରୋଇ ଦଳ ତଥା ଏସସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲର ବିଶେଷଜ୍ଞଙ୍କ ସହଯୋଗରେ ଏକ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) କାର୍ଯ୍ୟ ଆରମ୍ଭ କରାଜାଇଛି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।