ପୁଣି ରେକର୍ଡ ସୃଷ୍ଟି କଲା କରୋନା ,ଆଜି ବହୁତ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ।
ପୁଣି ରେକର୍ଡ ସୃଷ୍ଟି କଲା କରୋନା,ରାଜ୍ୟ ରେ ଆଜି ୪୧୯୮ ଜଣ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ। ଆଜି ସବୁଠୁ ଅଧିକ ବଲାଙ୍ଗୀର, ଅନଗୁଳୁ, ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୧ ଟି ଜିଲ୍ଲା ରୁ ୩୯୯୬ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୨୪୭୬ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୭୨୨ ଜଣ ଅଛନ୍ତି
ସବୁଠୁ ଅଧିକ ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୭୫୮ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୯୯୧ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୧୩ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୧୦୮, ବାଲେସୋର ୧୩୦ ଜଣ, ବରଗଡ ୯୫, ଭଦ୍ରକ ରେ ୫୩, ବଲାଙ୍ଗୀର ୧୯୭ ଜଣ, ବୌଧ : ୧୯, କଟକ : ୩୬୭, ଦେଓଗଡ : ୩୪,
ଢେଙ୍କାନାଳ : ୮୦, ଗଜପତି : ୧୪, ଗଞ୍ଜାମ ରେ ୪୪, ଜଗତସିଂପୁର ରେ ୯୭,
ଯାଜପୁର ରେ ୧୫୬, ସେହିଭଳି ଝାରସୁଗୁଡା ରେ ୯୫, କଳାହାଣ୍ଡି ରେ ୯୩ ଜଣ,
କନ୍ଧମାଳ ରେ ୭୮, କେନ୍ଦ୍ରାପଡା ରେ ୧୪୩, କେନ୍ଦୁଝର ରେ ୬୩, ଖୋର୍ଧା : ୭୫୮, କୋରାପୁଟ : ୯୯, ମାଲକାନଗିରି : ୨୨, ମୟୂରଭଞ୍ଜ : ୧୩୩,
ନବରଙ୍ଗପୁର ରେ ୯୮, ନୟାଗଡ ରେ ୪୩ ଜଣ, ନୂଆପଡା : ୧୧୬, ପୁରୀ : ୩୧୦, ରାୟଗଡା : ୧୩୬, ସମ୍ବଲପୁର : ୧୩୦, ସୋନେପୁର: ୭୪, ସୁନ୍ଦରଗଡ ରେ ୧୯୫,
ଓ ଷ୍ଟେଟ ପୂଲ ୨୧୮ ଜଣ କରୋନା ରୋଗୀ ଚିହ୍ନଟ ।
ସମୁଦାୟ ୪୧୯୮ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୩୬୩ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୨୪୭୨୫୧୭ , ଏବଂ ସକରାତ୍ମକ: ୧୫୫୦୦୫,
ପୁନରୁଦ୍ଧାର: ୧୧୮୬୪୨ ଏବଂ ସକ୍ରିୟ ମାମଲା ରେ ୩୫୬୭୩
ବୋଲି ଜଣା ପଡିଛି ।
କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ୩ଟି ମନ୍ତ୍ର ପାଳନ କରିବା ନିହାତି ଆବଶ୍ୟକ:
ସାମାଜିକ ଓ ଶାରିରୀକ ଦୂରତା ରକ୍ଷା, ସଠିକ ସମୟରେ ମାସ୍କ ପରିଧାନ କରନ୍ତୁ, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ବାସ୍ଥ୍ୟ ସଚେତନତା ରକ୍ଷା କରନ୍ତୁ
ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।