ମୟୁରଭଞ୍ଜ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୬୯୮ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
ଓଡ଼ିଶାରେ ଆଜି ୨୬୯୮ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ ଚିହ୍ନଟ,
ଆଜି ସବୁଠୁ ଅଧିକ ବାଲେଶ୍ୱର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୨୬୯୮ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୬୭୫ କ୍ୱାରେଣ୍ଟିନ୍ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୨୦୧୩ ଜଣ ଅଛନ୍ତି
ମୟୁରଭଞ୍ଜ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ଓ ଗଂଜାମ ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ଓଡ଼ିଶାରେ ସର୍ବାଧିକ ୨୬୯୮ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ ଚିହ୍ନଟ
ଆଜି ସବୁଠୁ ଅଧିକା ୪୭୫ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୧୬୨,
ସୁନ୍ଦରଗଡ଼ ରେ ମଧ୍ୟ ୧୦୩ ଜଣ ।
ଗୋଟିଏ ଦିନରେ ୨୬୯୮ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୨୦ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୨୯, ବାଲେସୋର ରେ ୧୦୨ ଜଣ, ବରଗଡ ରେ ୮୯, ଭଦ୍ରକ –୮୯, ବଲାଙ୍ଗୀର ରେ ୭୧ ଜଣ, ବୌଧ : ୧୧, କଟକ : ୨୦୭, ଦେଓଗଡ : ୨,
ଢେଙ୍କାନାଳ : ୨୭, ଗଜପତି : ୫୮, ଗଞ୍ଜାମ ରେ ୧୬୨, ଜଗତସିଂପୁର ରେ ୨୧,
ଯାଜପୁର ରେ ୮୦, ସେହିଭଳି ଝାରସୁଗୁଡା ରେ ୭୨, କଳାହାଣ୍ଡି ରେ ୪୯ ଜଣ,
କନ୍ଧମାଳ ରେ ୮୧, କେନ୍ଦ୍ରାପଡା ରେ ୮୯, କେନ୍ଦୁଝର ରେ ୨୧, ଖୋର୍ଧା : ୪୭୫, କୋରାପୁଟ : ୧୪୬, ମାଲକାନଗିରି : ୮୧, ମୟୂରଭଞ୍ଜ : ୧୨୮,
ନବରଙ୍ଗପୁର ରେ ୯୧, ନୟାଗଡ ରେ ୯୪ ଜଣ, ନୂଆପଡା : ୩, ପୁରୀ : ୮୭, ରାୟଗଡା : ୧୫୪, ସମ୍ବଲପୁର : ୭୮, ସୋନେପୁର: ୩୧, ସୁନ୍ଦରଗଡ ରେ ୧୦୩,
ସମୁଦାୟ ୨୬୯୮ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୬୪୧ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୧୭୨୪୨୬, ଏବଂ ସକରାତ୍ମକ: ୭୧୭୧୮,
ପୁନରୁଦ୍ଧାର: ୪୮୫୭୬ ଏବଂ ସକ୍ରିୟ ମାମଲା ରେ ୨୩୬୯୯ ବୋଲି ଜଣା ପଡିଛି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।