Covid-19-Report-For-28-th-July-MOrning

ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା, ଗୋଟିଏ ଦିନରେ ୧୨୧୫ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ।

ଆଜି ସମୁଦାୟ ୨୮ ଟି ଜିଲ୍ଲା ରେ ୧୨୧୫ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୭୫୩ କ୍ୱାରେଣ୍ଟିନ୍‌ରେ ଅଛନ୍ତି ସେହିପରି ସ୍ଥାନୀୟ ମାମଲା ୪୬୨ଜଣ ଅଛନ୍ତି ବୋଲି ଜଣ ପଡିଛି।
କରୋନା ଭାଙ୍ଗିଲା ରେକର୍ଡ, ଗଞ୍ଜାମ ଜିଲ୍ଲାରେ ଆଜି ସବୁଠୁ ଅଧିକ ୩୩୨, ଖୋର୍ଧା ରେ ୩୧୨, କେନ୍ଦୁଝର ୭୭, କଟକ ରେ ୬୦ କରୋନା ରୋଗୀ ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।

ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା
ଦିନକ ପରେ ଦିନକୁ ଓଡିଶା ରେ ବଢିଚାଲିଛି କରୋନା ରୋଗୀ, ଆଜି ସବୁଠୁ ଅଧିକା ୪୯୧ କରୋନା ସକରାତ୍ମକ ଗଞ୍ଜାମ ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାରେ ୩୩୨, ଗଜପତି ରେ ୭୩ ,
ଖୋର୍ଦ୍ଧା ୩୧୨ ଜଣ କରୋନା ସକରାତ୍ମକ । ଗୋଟିଏ ଦିନରେ ୧୨୧୫ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଈଛି,

Covid-19 ର ରିପୋର୍ଟ – ୨୭ ଜୁଲାଇ ୨୦୨୦ : ଲୋକାଲ କେସ ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୫୦୩ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା

ଜିଲ୍ଲା ମାନଙ୍କର ରିପୋର୍ଟ |
ଅନଗୁଳୁ : ୧୧ ଜଣ ଥିବା ବେଳେ ସେଇଭଳି ବାଲେସୋର : ୨୯, ବରଗଡ : ୧୦, ଭଦ୍ରକ : ୨, ବଲାଙ୍ଗୀର : ୨୧ , ବୌଧ : ୨, କଟକ : ୬୦, ଦେଓଗଡ : ୧ , ଢେଙ୍କାନାଳ : ୧, ଗଜପତି : ୮୯, ଗଞ୍ଜାମ : ୩୩୨, ଜଗତସିଂପୁର : ୪୭,
ଯାଜପୁର : ୨୦, ଝାରସୁଗୁଡା : ୨, କଳାହାଣ୍ଡି : ୮, କନ୍ଧମାଳ : ୧୪, କେନ୍ଦ୍ରାପଡା : ୧୪, କେନ୍ଦୁଝର : ୭୭, ଖୋର୍ଧା : ୩୧୨, କୋରାପୁଟ : ୩୪, ମାଲକାନଗିରି : ୩୪, ମୟୂରଭଞ୍ଜ : ୨୮,
ନବରଙ୍ଗପୁର : ୦, କୋରାପୁଟ ରେ ୭୩ ଜଣ, ମାଲକାନଗିରି ରେ ୧୪ ଜଣ, ମୟୁରଭଞ୍ଜ ରେ ୨୨, ନୟାଗଡ ରେ ୭, ନୂଆପଡା: ୮, ପୁରୀ : ୧୧, ରାୟଗଡା :୮, ସମ୍ବଲପୁର :୧୦, ସୋନେପୁର: ୨, ସୁନ୍ଦରଗଡ : ୨,

ନୂତନ ପୁନରୁଦ୍ଧାର ହେଇଛନ୍ତି : ୫୮୧, ସେହିଭଳି ସଂକଳିତ ପରୀକ୍ଷଣ: ୪୭୬୫୬୦, ଏବଂ ସକରାତ୍ମକ: ୨୮୧୦୭, ପୁନରୁଦ୍ଧାର: ୧୭୩୭୩ , ସକ୍ରିୟ ମାମଲା: ୧୦୫୪୫

ଅଧିକ ଖବର –

HSC, ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ଏବଂ ମାଧ୍ୟାମା ପରୀକ୍ଷା, ୨୦୨୦ ର ଫଳାଫଳ ୨୯ ଜୁଲାଇ ସକାଳ ୧୧.୩୦ ରେ ଘୋଷଣା କରାଯିବ ବୋଲି ଜଣ ପଡିଛି |
ଆପଣ ମାନେ ଫଳାଫଳ ଗୁଡିକ ଅନଲାଇନରେ ମାଧ୍ୟମରେ ପାଇଁ ପାରିବେ :
ଏହି ଲିଙ୍କ ଟିକୁ ଖୋଲି ଆପଣ ଫଳାଫଳ ଦେଖିପାରିବେ http://www.bseodisha.nic.in/ | http://www.bseodisha.ac.in/

ପ୍ରାର୍ଥୀମାନେ ଏସ୍ଏମ୍ଏସ୍ ଦ୍ଵାରା ମଧ୍ୟ ଫଳାଫଳ ପାଇପାରିବେ:ଜଣାନ୍ତୁ କେମିତି କରିବେ ଏସ୍ଏମ୍ଏସ୍ ।

OR01 ଟାଇପ୍ କରି <ରୋଲ୍ ନଂ> ଟାଇପ୍ କରନ୍ତୁ, ଏହି ଏସ୍ଏମ୍ଏସ୍ ଟିକୁ 5676750 ପଠେଇଦିଅନ୍ତୁ, କିଛି ସମୟ ମଧ୍ୟରେ ଆପଣ ପାଇଁ ପାରିବେ ଫଳାଫଳ ।

Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post