Covid-19 Report For 3nd Aug Morning 2

ଏବେ କୋରାପୁଟ ଓ ସମ୍ବଲପୁର ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୩୮୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ।

ଆଜି ସମୁଦାୟ ୨୬ ଟି ଜିଲ୍ଲା ରୁ ୧୩୮୪ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୮୭୩ କ୍ୱାରେଣ୍ଟିନ୍‌ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୫୧୧ ଜଣ ଅଛନ୍ତି
ଖୋର୍ଦ୍ଧା ରେ ସବୁଠୁ ଅଧିକ ୨୧୧ କରୋନା ରୋଗୀ ଗୋଟି ଦିନରେ ଚିହ୍ନଟ ।

ଏବେ କୋରାପୁଟ ଓ ସମ୍ବଲପୁର ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା, ଜଣାନ୍ତୁ ସମ୍ପୂର୍ଣ ଖବର ।
କରୋନା ଭାଙ୍ଗିଲା ରେକର୍ଡ, ଗଞ୍ଜାମ ପରେ ସମ୍ବଲପୁର ଓ କୋରାପୁଟ ଜିଲ୍ଲାରେ ଆଜି ସବୁଠୁ ଅଧିକ ଏବଂ ଖୋର୍ଧା ରୁ ୨୧୧, କୋରାପୁଟ ରେ ୯୭ ଏବଂ ସମ୍ବଲପୁର ରେ ୯୩ କରୋନା ରୋଗୀ ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
ଏବେ କୋରାପୁଟ ଓ ସମ୍ବଲପୁର ରେ ଦିନକୁ ଦିନ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା

କୋରାପୁଟ ଓ ସମ୍ବଲପୁର ରେ ଦିନକୁ ଦିନ କରୋନା ଦିନକ ପରେ ଦିନକୁ ବଢିଚାଲିଛି କରୋନା ରୋଗୀ ଙ୍କ ସଂଖ୍ୟା
କିନ୍ତୁ ସୂତ୍ର ରୁ ଜଣ ପଡିଛି ଯେ ୭୦ ପତିଶତ ରୋଗୀ ସୁସ୍ତ ହୋଇ ଘରକୁ ମଧ୍ୟ ଫେରୁଛନ୍ତି,
ଆଜି ସବୁଠୁ ଅଧିକା ୩୩୧ କରୋନା ସକରାତ୍ମକ ଗଞ୍ଜାମ ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲାରେ ୨୧୧,
ଗଜପତି ରେ ମଧ୍ୟ ୬୧ ଜଣ ।

ଗୋଟିଏ ଦିନରେ ୧୩୮୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଈଛି,
Covid-19 ର ରିପୋର୍ଟ – ୨ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୩୮୪ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହେଇଛନ୍ତି । ଗଂଜାମ ପରେ ଏବେ ଖୋର୍ଦ୍ଧା ଆଡକୁ ମୁହଁ କରିଛି କରୋନା

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ୧୩, ବାଲେସୋର ରେ ୭୯, ବରଗଡ ରେ ୩୩, ଭଦ୍ରକ ରେ ୨୫ , ବଲାଙ୍ଗୀର : ୫୧ , ବୌଧ : ୦, କଟକ : ୮୯, ଦେଓଗଡ : ୦ ,
ଢେଙ୍କାନାଳ : ୧୧, ଗଜପତି :୬୧, ସବୁ ଦିନ ପରି ଆଜି ମଧ୍ୟ ଗଞ୍ଜାମ ରେ ସବୁଠୁ ଅଧିକ ୩୩୧ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର : ୨୨,
ଯାଜପୁର : ୧୮, ଝାରସୁଗୁଡା : ୭, କଳାହାଣ୍ଡି : ୪,
କନ୍ଧମାଳ : ୦, କେନ୍ଦ୍ରାପଡା : ୧୧, କେନ୍ଦୁଝର : ୦, ଖୋର୍ଧା : ୨୧୧, କୋରାପୁଟ : ୯୭, ମାଲକାନଗିରି : ୩୯, ମୟୂରଭଞ୍ଜ : ୨୯,
ନବରଙ୍ଗପୁର – ୨୨, ନୟାଗଡ ରେ ୨୨ ଜଣ, ନୂଆପଡା : ୫, ପୁରୀ : ୧୭, ରାୟଗଡା :୩୮, ସମ୍ବଲପୁର :୯୩, ସୋନେପୁର: ୬, ସୁନ୍ଦରଗଡ : ୪୬,
ସମୁଦାୟ ୧୩୮୪ ଜଣ କରୋନା ରୋଗୀ ଚିହ୍ନଟ ।

ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୬୮୧, ସେହିଭଳି ସଂକଳିତ ପରୀକ୍ଷଣ: ୫୫୬୫୮୮, ଏବଂ ସକରାତ୍ମକ: ୩୬୨୯୭,
ପୁନରୁଦ୍ଧାର: ୨୧୯୫୪ ଏବଂ ସକ୍ରିୟ ମାମଲା ରେ ୧୪୦୯୫ ବୋଲି ଜଣ ପଡିଛି ।

ଅଧିକ ପଢନ୍ତୁ :-

କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ଓଡ଼ିଶାରେ ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ୩୧ ଅଗଷ୍ଟ ଯାଏଁ ବନ୍ଦ ରହିବ ବୋଲି ଜଣ ପଡିଛି । ଅତିରିକ୍ତ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତି ମାସରେ ପ୍ରଦାନ କରାଯାଉଥିବା “ଶୁଖିଲା ରାସନ” ଅଙ୍ଗନବାଡି କର୍ମୀମାନେ କୋଭିଡ୍ ନିୟମ ଅନୁପାଳନ କରି ହିତାଧିକାରୀଙ୍କ ଘରେ ଘରେ ପ୍ରଦାନ କରିଛନ୍ତି ବୋଲି ଜଣ ପଡିଛି ।

Covid-19 Report For 3nd Aug Morning 2
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post