covid-coronavirus-27 Aug

ପୁରୀ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୨୧୯ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ପୁରୀ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୨୧୯ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଆଜି ସମୁଦାୟ ୩୨୧୯ଚିହ୍ନଟ କରୋନା ରୋଗୀ ଚିହ୍ନଟ

ଓଡ଼ିଶାରେ ଆଜି ୩୨୧୯ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ,

ଆଜି ସବୁଠୁ ଅଧିକ ବାଲେଶ୍ୱର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୯ ଟି ଜିଲ୍ଲା ରୁ ୩୨୧୯ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୫୬୧ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୦୪୨ ଜଣ ଅଛନ୍ତି

ଖୋର୍ଦ୍ଧା ଜିଲାରେ ଗୋଟିଏ ଦିନରେ ୬୨୬ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ୩୨୧୯ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,

Covid-19 ର ରିପୋର୍ଟ – ୦୧ ସେପ୍ଟେମ୍ବର ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୬୬ ବାଲେସୋର ୧୯୪ ଜଣ, ବରଗଡ ୧୮୫, ଭଦ୍ରକ ରେ ୮୭, ବଲାଙ୍ଗୀର ୧୦ ଜଣ, ବୌଧ : ୩୬, କଟକ : ୪୦୦, ଦେଓଗଡ : ୦,
ଢେଙ୍କାନାଳ : ୩୭, ଗଜପତି : ୨୭ ଗଞ୍ଜାମ ରେ ୧୬୯, ଜଗତସିଂପୁର ରେ ୬୦,
ଯାଜପୁର ରେ ୧୧୭, ସେହିଭଳି ଝାରସୁଗୁଡା ରେ ୬୦, କଳାହାଣ୍ଡି ରେ ୩୭ ଜଣ,
କନ୍ଧମାଳ ରେ ୩୨, କେନ୍ଦ୍ରାପଡା ରେ ୫୭, କେନ୍ଦୁଝର ରେ ୧୦୨, ଖୋର୍ଧା : ୭୩୧, କୋରାପୁଟ : ୯୦, ମାଲକାନଗିରି : ୧୩, ମୟୂରଭଞ୍ଜ : ୧୩୭,
ନବରଙ୍ଗପୁର ରେ ୫୫, ନୟାଗଡ ରେ ୬୨ ଜଣ, ନୂଆପଡା : ୪୯, ପୁରୀ : ୨୧୭, ରାୟଗଡା : ୨୫, ସମ୍ବଲପୁର : ୭୮, ସୋନେପୁର: ୨୬, ସୁନ୍ଦରଗଡ ରେ ୬୦,

ସମୁଦାୟ ୩୨୧୯ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୩୪୮୪ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୮୯୧୦୯୯, ଏବଂ ସକରାତ୍ମକ: ୧୦୯୭୮୦,
ପୁନରୁଦ୍ଧାର: ୮୦୭୭୦ଏବଂ ସକ୍ରିୟ ମାମଲା ରେ ୨୮୪୪୩ ବୋଲି ଜଣା ପଡିଛି ।

ମୁଖ୍ୟ ଖବର

ଓଡ଼ିଶାର ଏକାଧିକ ଜିଲ୍ଲାରେ ବନ୍ୟା ପ୍ରଭାବିତ ହୋଇଥିବା ଏବଂ କୋଭିଡ୍ ମହାମାରୀର କଠିନ ପରିସ୍ଥିତି ଥିଲେ ମଧ୍ୟ
WCDOdisha ପକ୍ଷରୁ ଆଜି ମାସର ୧ ତାରିଖ ହୋଇଥିବାରୁ ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଟେକ୍ ହୋମ୍ ରାସନ ବଣ୍ଟନ କରାଯାଇଛି ବୋଲି ପ୍ରଶାସନ ଜଣାଇଛନ୍ତି। କେତେକ ଅଞ୍ଚଳରେ ଅଙ୍ଗନବାଡି କର୍ମୀମାନେ ବନ୍ଯାଜଳ ଭିତରେ ଯାଇ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚାଇବାରେ ଲାଗିଛନ୍ତି ।

covid-coronavirus-27 Aug
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post