25 Aug 2020

ପୁରୀ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୭୫୨ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ପୁରୀ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୭୫୨ ଚିହ୍ନଟ କରୋନା ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।

ଓଡ଼ିଶାରେ ଆଜି ୨୭୫୨ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ,
ଆଜି ସବୁଠୁ ଅଧିକ ବାଲେଶ୍ୱର, ପୁରୀ, ଯାଜପୁର, ଜଗତସିଂପୁର ଜିଲାରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୩୦ ଟି ଜିଲ୍ଲା ରୁ ୨୭୫୨ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୭୦୮ କ୍ୱାରେଣ୍ଟିନ୍‌ରେ
ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୧୦୪୪ ଜଣ ଅଛନ୍ତି

ମୟୁରଭଞ୍ଜ ଜିଲାରେ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ,
ଆଜି ସବୁଠୁ ଅଧିକ ଖୋର୍ଦ୍ଧା ଓ ଗଂଜାମ ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି
ଗୋଟିଏ ଦିନରେ ଓଡ଼ିଶାରେ ସର୍ବାଧିକ ୨୬୯୮ ନୂଆ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ‌ ଚିହ୍ନଟ

ଗୋଟିଏ ଦିନରେ ୨୭୫୨ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୨୪ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,

ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ଆଜି ୨୩, ବାଲେସୋର ରେ ୧୨୯ ଜଣ, ବରଗଡ ରେ ୨୮, ଭଦ୍ରକ – ୫୮, ବଲାଙ୍ଗୀର ରେ ୧୪ ଜଣ, ବୌଧ : ୧୧, କଟକ : ୧୪୭, ଦେଓଗଡ : ୬,
ଢେଙ୍କାନାଳ : ୧, ଗଜପତି : ୬୦, ଗଞ୍ଜାମ ରେ ୨୧୨, ଜଗତସିଂପୁର ରେ ୧୦୧,
ଯାଜପୁର ରେ ୨୧୭, ସେହିଭଳି ଝାରସୁଗୁଡା ରେ ୧୫, କଳାହାଣ୍ଡି ରେ ୧୬ ଜଣ,
କନ୍ଧମାଳ ରେ ୯୫, କେନ୍ଦ୍ରାପଡା ରେ ୯୫, କେନ୍ଦୁଝର ରେ ୨୮, ଖୋର୍ଧା : ୪୨୩, କୋରାପୁଟ : ୧୭୪, ମାଲକାନଗିରି : ୧୦୧, ମୟୂରଭଞ୍ଜ : ୧୩୭,
ନବରଙ୍ଗପୁର ରେ ୨୭, ନୟାଗଡ ରେ ୧୦୩ ଜଣ, ନୂଆପଡା : ୮, ପୁରୀ : ୧୪୪, ରାୟଗଡା : ୧୭୭, ସମ୍ବଲପୁର : ୫୫, ସୋନେପୁର: ୧, ସୁନ୍ଦରଗଡ ରେ ୪୪,

ସମୁଦାୟ ୨୭୫୨ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୨୫୧୯ ଜଣ, ସେହିଭଳି ସଂକଳିତ ପରୀକ୍ଷଣ: ୧୪୨୧୯୫୮, ଏବଂ ସକରାତ୍ମକ: ୮୪୨୩୧,
ପୁନରୁଦ୍ଧାର: ୫୬୯୨୪ ଏବଂ ସକ୍ରିୟ ମାମଲା ରେ ୨୬୮୨୬ ବୋଲି ଜଣା ପଡିଛି ।

25 Aug 2020
Image Credit – Freepik

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

fallow-Expreass-Odia-News-1
Recent Post