ଗଂଜାମ ପରେ ଟକର ଦେଲା ଖୋର୍ଦ୍ଧା କୁ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ, ଆଜି ସମୁଦାୟ ୨୮ ଟି ଜିଲ୍ଲା ରୁ ୧୬୪୩ ଚିହ୍ନଟ କରୋନା ରୋଗୀ ଙ୍କ ମଧ୍ୟରୁ ୧୦୧୮ କ୍ୱାରେଣ୍ଟିନ୍ରେ ଥିଲାବେଳେ ସେହିପରି ସ୍ଥାନୀୟ ମାମଲା ରୁ ୬୨୫ ଜଣ ଅଛନ୍ତି
ଗଂଜାମ ପରେ ଟକର ଦେଲା ଖୋର୍ଦ୍ଧା କୁ, ଆଜି ସବୁଠୁ ଅଧିକ ଖୋର୍ଦ୍ଧା ରେ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ହୋଇଥିବାର ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କହିଛନ୍ତି ।
ରାୟଗଡ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ଆଜି ସବୁଠୁ ଅଧିକା ୨୭୪ କରୋନା ସକରାତ୍ମକ ଖୋର୍ଦ୍ଧା ରେ ଥିବାବେଳେ ସେଇଭଳି ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ ୨୭୪,
କଟକ ରେ ମଧ୍ୟ ୯୮ ଜଣ ।
ଗୋଟିଏ ଦିନରେ ୧୬୪୩ କରୋନା ରୋଗୀ ରାଜ୍ୟ ରେ ଚିହ୍ନଟ ହୋଇଛି,
Covid-19 ର ରିପୋର୍ଟ – ୭ ଅଗଷ୍ଟ ୨୦୨୦ : ଲୋକାଲ ମାମଲା ବିଷୟରେ ଜିଲା ଆଡମିନିଷ୍ଟ୍ରେସନ୍ସଂ ଜଣାଇଛନ୍ତି,
ଗୋଟିଏ ଦିନରେ ୧୬୪୩ କରୋନା ରୋଗୀ ଓଡ଼ିଶାରେ ଚିହ୍ନଟ ହେଇଛନ୍ତି ।ରାୟଗଡ ରେ ସବୁଠୁ ଅଧିକ ଆଜି ସବୁଠୁ ଅଧିକ କରୋନା ରୋଗୀ ଙ୍କ ସଂଖ୍ୟା ଚିହ୍ନଟ
ଜିଲ୍ଲା ମାନଙ୍କର ରିପୋର୍ଟ ।
ଅନଗୁଳୁ ରେ ୧୬, ବାଲେସୋର ରେ ୭୩, ବରଗଡ ରେ ୨, ଭଦ୍ରକ – ୨ , ବଲାଙ୍ଗୀର ରେ ୪୩ ଜଣ, ବୌଧ : ୭, କଟକ : ୯୮, ଦେଓଗଡ : ୦ ,
ଢେଙ୍କାନାଳ : ୩୬, ଗଜପତି :୩୫, ଗଞ୍ଜାମ ରେ ସବୁଠୁ ଅଧିକ ୨୭୪ କରୋନା ରୋଗୀ ଚିହ୍ନଟ, ଜଗତସିଂପୁର ରେ ୨୧,
ଯାଜପୁର ରେ ୩୬, ସେହିଭଳି ଝାରସୁଗୁଡା ରେ ୨, କଳାହାଣ୍ଡି ରେ ୩୦,
କନ୍ଧମାଳ : ୫୨, କେନ୍ଦ୍ରାପଡା : ୧୪, କେନ୍ଦୁଝର :୩, ଖୋର୍ଧା : ୨୭୪, କୋରାପୁଟ : ୫୦, ମାଲକାନଗିରି : ୨୭, ମୟୂରଭଞ୍ଜ : ୩୯,
ନବରଙ୍ଗପୁର ରେ ୩୯, ନୟାଗଡ ରେ ୪୦ ଜଣ, ନୂଆପଡା : ୧, ପୁରୀ : ୯୨, ରାୟଗଡା :୧୩୬, ସମ୍ବଲପୁର :୧୧୨, ସୋନେପୁର: ୦, ସୁନ୍ଦରଗଡ : ୧୧୮,
ସମୁଦାୟ ୧୬୪୩ ଜଣ କରୋନା ରୋଗୀ ଚିହ୍ନଟ ।
ଆଜି ନୂତନ ପୁନରୁଦ୍ଧାର ହେଇଛନ୍ତି : ୧୮୧୦, ସେହିଭଳି ସଂକଳିତ ପରୀକ୍ଷଣ: ୬୩୪୦୯୦, ଏବଂ ସକରାତ୍ମକ: ୪୪୧୯୩,
ପୁନରୁଦ୍ଧାର: ୨୮୬୯୭ ଏବଂ ସକ୍ରିୟ ମାମଲା ରେ ୧୫୧୮୯ ବୋଲି ଜଣା ପଡିଛି ।
ମୁଖ୍ୟ ଖବର ଜାଣନ୍ତୁ –
ଗତକାଲି ୧୮୧୦ ଜଣ କରୋନା ରୋଗୀ ସୁସ୍ତ ହୋଇ ଘରକୁ ଫେରିଥିଲେ ସେହି ପରି ସମୁଦାୟ ୨୮୬୯୭ ଜଣ ରୋଗୀ ସୁସ୍ତ ହୋଇସାରିଛନ୍ତି ।

ନିୟମିତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ସାବୁନରେ ହାତ ଧୁଅନ୍ତୁ,ସୁସ୍ଥ ରୁହନ୍ତୁ

Recent Post
- Google’s Search Spam Algorithm Updated On June 23rd
- How to Optimize Website URLs for SEO?
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଆଜି ୧୫୪୭ ଜଣ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଦିନକୁ ଦିନ କରୋନା ରୋଗୀ କମିବାରେ ଲାଗିଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।
- ଓଡିଶାରେ ୨୪ ଘଣ୍ଟାରେ ୧୯୩୧ ଜଣ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ। ପଢନ୍ତୁ ସମ୍ପୂର୍ଣ ଖବର ।